ରୋଷେଇ ଘରେ ବିତାଉଛନ୍ତି କି ଅଧିକା ସମୟ, ତେବେ ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ମହିଳାମାନେ ପ୍ରତ୍ୟେକ ଦିନ ଘରେ ରୋଷେଇ କରିଥାନ୍ତି। ଏଥପାଇଁ ମଧ୍ୟ ସେମାନଙ୍କୁ ଅଧିକା ସମୟ ରୋଷେଇ ଘରେ ବିତେଇବାକୁ ପଡ଼ିଥାଏ। କିନ୍ତୁ ବେଶୀ ସମୟ ରୋଷେଇ ଘରେ ରହିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣ ମଧ୍ୟ ରୋଷେଇ ଘରେ ଅଧିକା ସମୟ ଦେଉଥାନ୍ତି ତେବେ ସମୟ ଅଛି ଆଜିଠାରୁ ସାବଧାନ ହୋଇଯାଆନ୍ତୁ।ଦୁଇ ଶହ ରୋଷେଇକୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରୁ ଏହି କଥା ସାମ୍ନାକୁ ଆସିଛି ପ୍ରଫେସନାଲ ରୋଷେୟା ହୁଅନ୍ତୁ କିମ୍ବା ଘରୋଇ ମହିଳା ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ରୋଷେଇ ଘରେ ବିତାଇଥାନ୍ତି ତେବେ ସ୍ବାସ୍ଥ୍ୟ ଉପରେ ବିପରରୀତ ପ୍ରଭାବ ପଡ଼ିଥାଏ। କାରଣ ରିସର୍ଚ୍ଚ ଅନୁଯାୟୀ ରୋଷେଇ ଘରେ ଲଗାତାର ଗ୍ୟାସ ଜଳୁଥିବାରୁ ସେଠାରେ ତାପମାତ୍ରା ୩୦ ଡିଗ୍ରୀ ପରେ ପହଞ୍ଚି ଯାଇଥାଏ। ସେହିପରି ରୋଷେଇ ଘର ଯେତେ ସଫା କଲେ ମଧ୍ୟ କିଛି କିଟାଣୁ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାନ୍ତି।

ରିସର୍ଚ୍ଚରୁ ଏହା ମଧ୍ୟ ଜାଣିବାକୁ ମିଳିଛି ରୋଷେଇର ପିଏଚ୍ ସ୍ତର ୩.୧ ରୁ ୧୭.୭୧ ପର‌୍ୟ୍ୟନ୍ତ ହୋଇଥାଏ। ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହି ପିଏଚ୍ ରେ ନେପ୍ଥାଲୀନ, ଫ୍ଲୋରିନ, ଏସନାଫିଥୀନ, ଫେନାଥିରୀନ, ପାୟରୀନ ଭଳି ତତ୍ତ୍ବ ରହିଥାଏ। ସେହିପରି ରୋଷେଇ ଘର ଯେତେ ପରିସ୍କାର କଲେ ମଧ୍ୟ କୀଟାଣୁ ରହିଥାଏ। କାରଣ ରୋଷେଇ କରାଯାଉଥିବା ସ୍ଥାନକୁ କେବଳ କପଡ଼ା ପୋଛିଲେ ସେଠାରୁ କୀଟାଣୁ ଯାଇନଥାନ୍ତି। ଏହି କାରଣରୁ ରୋଷେଇ ଘର ସଫା ରଖିବାରେ ବିଶେଷ ଧ୍ୟାନ ଦେବା ସହ ବ୍ୟବହାର କରୁଥିବା ଡବାକୁ ସଫା ରଖନ୍ତୁ। ଏହା ବ୍ୟତୀତ ରୋଷେଇ ଘରେ ଅଧିକାଂଶ ସମୟ ନରହି ମଝିରେ ମଝିରେ ବାହାରୁ ବୁଲି ଆସନ୍ତୁ। ଏହା ଦ୍ବାରା ଶରୀରର ତାପମାତ୍ରା ଠିକ୍ ରହିଥାଏ ଏବଂ ଆପଣ ରୋଗ ଠାରୁ ଦୂରରେ ରହିଥାନ୍ତି।

KNews Bureau

Recent Posts

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

26 mins ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

45 mins ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

2 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

2 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 hours ago