ଲାଇଫ୍ ଷ୍ଟାଇଲ୍

ଗର୍ଭବତୀ ମହିଳାଙ୍କ ଉପକାରୀ ପାଳଙ୍ଗ ଜୁସ୍‌, ଦୂର କରେ କୋଷ୍ଠକାଠିନ୍ୟ ସମସ୍ୟା

ପାଳଙ୍ଗ ଶାଗକୁ ଆପଣମାନେ ନିଶ୍ଚିତ ଖାଇଥିବେ। ଏଥିରେ ମିନେରାଲ୍ସ, ଭିଟାମିନ ଏବଂ ଅନ୍ୟ କେତେକ ନ୍ୟୁଟ୍ରିଏଣ୍ଟ ଭରପୂର ଭାବେ ରହିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ପାଳଙ୍ଗ ଶାଗରେ ପ୍ରସ୍ତୁତ ବ୍ୟଞ୍ଜନ ଠାରୁ ଅଧିକ ଏହାର ଜୁସ୍‌ ଅଧିକ ଫାଇଦାଯୁକ୍ତ। ଏହାକୁ ପିଇବା ଦ୍ୱାରା ଶରୀରର ଅନେକ ରୋଗ ଭଲ ହେବା ସହିତ ଫାଇଦା ମଧ୍ୟ ଦେଇଥାଏ।

ପାଳଙ୍ଗ ଜୁସ୍‌ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଏହାଛଡା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଏହା ଦୃଷ୍ଟିଶକ୍ତି ପାଇଁ ମଧ୍ୟ ଉପକାରୀ। ଏଥିରେ ଥିବା କେରୋଟିନ ଏବଂ କ୍ଲୋରୋଫିଲ କ୍ୟାନସରରୁ ରକ୍ଷା କରିଥାଏ।

ତ୍ୱଚା ସମ୍ବନ୍ଧୀୟ କେତେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଳଙ୍ଗ ଜୁସ୍‌ ପିଇବା ଉଚିତ। ଏଥିରେ ଥିବା ଭିଟାମିନ ଭରପୂର ମାତ୍ରାରେ ରହିଛି, ଯାହା ହାଡକୁ ମଜବୁତ କରିଥାଏ। ଗର୍ଭବତୀ ମହିଳାମାନେ ପାଳଙ୍ଗ ଜୁସ୍‌ ପିଇବା ଜରୁରୀ। ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନର ଅଭାବକୁ ପୂରଣ କରିଥାଏ।

Swagatika

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago