କଣ ଆପଙ୍କ ହାତରେ ମଧ୍ୟ ରହିଛି ଏହିଭଳି ରେଖା, ଜାଣନ୍ତୁ କେଉଁ ଲୋକମାନଙ୍କୁ ହୋଇଥାଏ ଅଚାନକ ଧନପ୍ରାପ୍ତି ଏବଂ ମିଳିଥାଏ ସମ୍ମାନ

ମଣିଷର ହାତରେ ଅନେକ ପ୍ରକାରର ରେଖା ରହିଥାଏ ଏବଂ ଏହି ସବୁ ରେଖାର ମହତ୍ତ୍ୱ ମଧ୍ୟ ଅଲଗା ଅଲଗା ହୋଇଥାଏ । ରେଖା ଗୁଡିକର ସଂଯୋଗ ମଣିଷ ଜୀବନରେ ନୂତନ ଆଶା ସଂଚାର କରିଥାଏ । ପଣ୍ଡିତ ଅଭି ଭରଦ୍ୱାଜଙ୍କ ଅନୁଯାୟୀ ହସ୍ତରେଖାରେ ଏପରି ଅନେକ ଯୋଗ ରହିଛି ଯାହା ଜୀବନକୁ ସିଦ୍ଧ ପ୍ରଭାବିତ କରିଥାଏ । ଏଥିମଧ୍ୟରେ ରହିଥିବା କିଛି ଯୋଗ ବ୍ୟକ୍ତିକୁ ଧନଵାନ ହେବାରେ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା କିପରି ଜୀବନକୁ ପ୍ରଭାବିତ କରିଥାଏ ଏହି ଯୋଗ ।

1- ଯେଉଁ ଲୋକମାନଙ୍କ ହାତରେ ଜୀବନ ରେଖା ଗାଲେଇରେ ଏବଂ ମସ୍ତିସ୍କରେଖା ଦୁଇ ଭାଗରେ ବିଭକ୍ତ ହୋଇଥାଏ ସେହି ଲୋକମାନଙ୍କୁ ଅଚାନକ ଧନ ଉପାର୍ଜନ କରିବାର ମଉକା ମିଳିଥାଏ ଏବଂ ସେମାନେ ଧନଵାନ ମଧ୍ୟ ହୋଇଥାନ୍ତି ।

2- ଯଦି ଭାଗ୍ୟରେଖା ମଣିବନ୍ଧ କ୍ଷେତ୍ରରୁ ଆରମ୍ଭ ହୋଇ ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ବ୍ୟବସାୟରେ ବଡ଼ ସଫଳତା ମିଳିଥାଏ ।

3- ଯଦି ଜୀବନ, ମସ୍ତିଷ୍କ ଏବଂ ଭାଗ୍ୟର ତିନି ରେଖା ଏକ ସମାନରେ ଦେଖାଯାଏ ଓ ଏହା ବ୍ୟତୀତ ଯଦି ଏହା ଉପରେ ଅନ୍ୟ କୌଣସି ଦାଗ ନଥାଏ ତାହେଲେ ଏପରି ଲୋକ ବହୁତ ଧନଵାନ ହୋଇଥାନ୍ତି ।

4- ଯେଉଁମାନଙ୍କ ହାତରେ ଶନି ପର୍ବତ ଉଠିକି ଥାଏ ଓ ଜୀବନ ରେଖା ଠିକ ଭାବେ ଗୋଲେଇ ହୋଇଥାଏ ଏପରି ଲୋକ ଟିକିଏ ପରିଶ୍ରମ କରି ଧନଵାନ ହୋଇଯାନ୍ତି ।

ଏହାସହ ପଢନ୍ତୁ ଗାଧୋଇବା ସମୟରେ କରୁଛନ୍ତି କି ଏହିସବୁ ଭୁଲ୍‌ ? ତାହେଲେ ହୋଇଯାଆନ୍ତୁ ସାବଧାନ

5- ଯେଉଁ ଲୋକମାନଙ୍କର ହାତ ଭରିହୋଇ ଏବଂ ଟିକିଏ ଚୌଡା ଥାଏ ଏହାସହିତ ଆଙ୍ଗୁଳି ଟିକିଏ ନରମ ଥାଏ ତାହେଲେ ସେମାନଙ୍କ ପାଖରେ ଧନ ଓ ସମ୍ମାନ ରହିଥାଏ ।

6- ଯେଉଁ ଲୋକ ମାନଙ୍କ ହାତରେ ଜୀବନରେଖା ସହିତ ମଙ୍ଗଳରେଖାର ଶେଷ ଏକା ସହ ହୋଇଥାଏ ସେହି ଲୋକମାନଙ୍କୁ ପୈତୃକ ସମ୍ପତ୍ତିରୁ ଅନେକ ଧନ ମିଳିଥାଏ ।

7- ଯେଉଁମାନଙ୍କ ହାତରେ ଭାଗ୍ୟରେଖା ଏକରୁ ଅଧିକ ରହିଥାଏ ଏହାବ୍ୟତୀତ ଶନିଗ୍ରହ ଭଲଭାବେ ଏବଂ ଜୀବନରେଖା ଧୂଆଁଳିଆ ଦେଖାଯାଉଥିଲେ ଏପରି ଲୋକ ବହୁତ ଧନଵାନ ହୋଇଥାନ୍ତି ।

8-ସିଧା ଓ ପତଳା ଆଙ୍ଗୁଳି ଥିବା ଏବଂ ହୃଦୟରେଖା ସିଧା ବୃହଷ୍ପତ୍ତି ପର୍ବତର ତଳେ ଶେଷ ହୋଇଥିଲେ, ଏହିପରି ଲୋକମାନଙ୍କୁ ଧନ ଏବଂ ସମ୍ମାନ ବହୁତ ମିଳିଥାଏ ।

9- ଯେଉଁ ଲୋକମାନଙ୍କ ହାତରେ ଭାଗ୍ୟରେଖା ଏକ ରୁ ଅଧିକ ତଥା ହାତ ବହୁତ ଭାରି ହୋଇଥାଏ, ଏପରି ଲୋକମାନଙ୍କୁ ଅଚାନକ ସମ୍ମାନ ଏବଂ ବହୁତ ଧନଲାଭ ହୋଇଥାଏ ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago