ଲାଇଫ୍ ଷ୍ଟାଇଲ୍

ସୁଗାର ରହିବ କଣ୍ଟ୍ରୋଲ, ବାସ୍‌ ମଧୁମେହ ରୋଗୀଙ୍କୁ ପିଇବାକୁ ହେବ ଏହି ରସ

ଆମ ଦୈନ୍ୟନ୍ଦିନ ଜୀବନକୁ ନେଇ ଏକ ସମସ୍ୟା ହେଉଛି ଡାଇବେଟିସ । ଭୁଲ ଖାଦ୍ୟପେୟ ଏବଂ ଖରାପ ଲାଇଫ ଷ୍ଟାଇଲ ଯୋଗୁଁ ମଧୁମେହ ରୋଗୀଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସୁଗାର ସମସ୍ୟା ହେବାର ଏକ ବଡ କାରଣ ଜେନେଟିକ ବି ହୋଇପାରେ । ବ୍ଲଡ ସୁଗାର ଏକ ଏମିତି ରୋଗ, ଯାହା ଥରେ ହେଲେ ଆପଣଙ୍କୁ ଜୀବନ ସାରା ଏହି ରୋଗକୁ ସାଥିରେ ଧରି ଚାଲିବାକୁ ପଡିବ। ଯଦିଓ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଔଷଧର ବି ଆବଶ୍ୟକତା ପଡିଥାଏ ।

କିନ୍ତୁ କଣ ଆପଣ ଜାଣିଛନ୍ତି ପିଆଜ ରସକୁ ସେବନ କଲେ ମଧ୍ୟ ଡାଇବେଟିଜ୍‌ କଣ୍ଟ୍ରୋଲରେ ରହିପାରିବ । ଯଦି ଏହାର ଚମତ୍କାରୀ ଫାଇଦା ବିଷୟରେ ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ପିଆଜ ରସ ପିଇବାର ଫାଇଦା ବତାଇବୁ । ଯାହାକୁ ସେବନ କରି ଆପଣ ଡାଇବେଟିଜ୍‌ ଠାରୁ ନେଇ ଓଜନ ବଢ଼ିବା ପର୍ଯ୍ୟନ୍ତ ସମସ୍ୟାକୁ ନିୟନ୍ତ୍ରଣକୁ ଆଣିପାରିବେ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ପିଆଜ ରସର ଚମତ୍କାରୀ ଫାଇଦା ବିଷୟରେ ।

ପିଆଜ ରସ ପିଇବାର ଫାଇଦା

ଡାଇବେଟିଜକୁ କରେ କଣ୍ଟ୍ରୋଲ

ରିସର୍ଚ୍ଚ ଅନୁଯାୟୀ ଡାଇବେଟିଜ୍‌ ରୋଗୀ ପ୍ରତିଦିନ ୨ଟି ପିଆଜକୁ ନେଇ ତାର ରସ ବାହାର କରି ପିଇବା ଉଚିତ । ଏମିତି କଲେ ମଧୁମେହ ରୋଗୀଙ୍କ ଶରୀରରେ ବ୍ଲଡ ସୁଗାରର ସ୍ତର କଣ୍ଟ୍ରୋଲରେ ରହିଥାଏ ।

ଇମ୍ୟୁନିଟୀ ବଢ଼ିଥାଏ

ଯଦି ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ପିଆଜ ରସ ସେବନ କରନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟୀକୁ ମଜବୁତ୍‌ ବନାଇବାରେ ସାହାଯ୍ୟ ମିଳିଥାଏ । ଏହାଦ୍ୱାରା ଆପଣ ଅନେକ ସିଜନାଲ ଡିଜିଜ୍‌ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିପାରିବେ ।

ଓଜନ କମାନ୍ତୁ

ଯଦି ଆପଣ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣ ପ୍ରତିଦିନ ପିଆଜ ରସକୁ ସେବନ କରିବା ଆରମ୍ଭ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଓଜନ ବହୁତ ଜଲଦି କମିବାକୁ ଲାଗିବ ।

ବ୍ଲଡ ପ୍ରେସରକୁ କରିବ କଣ୍ଟ୍ରୋଲ

ଯେଉଁ ଲୋକ ହାଇ ବ୍ଲଡ ପ୍ରେସର ସମସ୍ୟା ସହ ଜଡିତ, ସେମାନଙ୍କ ପାଇଁ ପ୍ରତିଦିନ ପିଆଜ ରସ ପିଇବା କୌଣସି ରାମବାଣ ଔଷଧି ଠାରୁ କମ୍‌ ହେବନାହିଁ । ପିଆଜ ରସ ହାଇପରଟେନସନ୍‌ ରୋଗୀଙ୍କ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବା କାମ କରିଥାଏ ।

ଧଳା କେଶରୁ ମୁକ୍ତି ଦେଇଥାଏ

ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଧଳା ହୋଇ ହୋଇ ଯାଉଛି ତାହେଲେ ଏମିତିରେ ଆପଣ କେଶରେ ପିଆଜ ରସ ଲଗାଇପାରିବେ କିମ୍ବା ପିଇପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ କେଶ କଳା ତ ରହିଥାଏ ତାସହିତ ଆପଣଙ୍କ କେଶର ଗ୍ରୋଥକୁ ବଢ଼ାଇବାରେ ଏହା ସାହାଯ୍ୟ କରିଥାଏ ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

49 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago