ଲାଇଫ୍ ଷ୍ଟାଇଲ୍

କୁଣ୍ଡଳୀରେ ଶନିଦେବଙ୍କୁ ଏପରି କରନ୍ତୁ ମଜବୁତ, ଆପଣାନ୍ତୁ ଏହି ଉପାୟ ଏବଂ କମ୍‌ କରନ୍ତୁ ସମସ୍ୟା

ଶନି ଗ୍ରହର ସମ୍ବନ୍ଧ ରୋଜଗାର ଏବଂ ବୟସ ସହିତ ରହିଛି। ଏହା ବ୍ୟକ୍ତିର ଜୀବନ, ଅନୁଶାସନ, ସଂଘର୍ଷ ଏବଂ ସଫଳତା ଆଣିଦିଅନ୍ତି। ଏହାଛଡା ଜୀବନରେ ସ୍ଥିରତା ଆଣିଥାନ୍ତି ଶନିଦେବ। ଯଦି ଶନି ଦେବ ଆପଣଙ୍କ କୁଣ୍ଡଳୀରେ ଦୁର୍ବଳ ହୋଇଥାନ୍ତି, ତେବେ ମଣିଷ ଜୀବନରେ ରୋଜଗାର ସମସ୍ୟା ଦେଖାଦିଏ। ଜୀବନରେ ସଂଘର୍ଷ ଏବଂ ସମସ୍ୟା ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ। ବ୍ୟକ୍ତି ଆଇନଗତ ଏବଂ ଶରୀର ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ କିପରି ଏଥିରୁ ମୁକ୍ତି ପାଇବେ…

– ବାସି ଏବଂ ଖରାପ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଆବଶ୍ୟକତା ଠାରୁ ଅଧିକ ଖାଆନ୍ତୁ ନାହିଁ। ଖାଇବାରେ କଳାଚଣା, କଳା ଡାଲି ଏବଂ ଲବଙ୍ଗ ଖାଆନ୍ତୁ ନାହିଁ। ବିଳମ୍ବିତ ରାତିରେେ ଭାଜନ କରନ୍ତୁ ନାହିଁ। ଖାଦ୍ୟ ସବୁବେଳେ ଷ୍ଟିଲ ବାସନରେ ଖାଆନ୍ତୁ।

– କାହାକୁ ଖରାପ କଥା କୁହନ୍ତୁ ନାହିଁ କିମ୍ବା ଖରାପ ବ୍ୟବହାର କରନ୍ତୁ ନାହିଁ। ନିଜ ଠାରୁ ଛୋଟ କିମ୍ବା ଗରିବ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ବଡ କେଶ କିମ୍ବା ବଡ ନଖ ରଖନ୍ତୁ ନାହିଁ। ନିୟମିତ ଭାବେ ଗାଧାନ୍ତୁ। ଅନୁଶାସନରେ ରୁହନ୍ତୁ, ଅଯଥା ସମୟ ବରବାଦ କରନ୍ତୁ ନାହିଁ।

– ଦିନ ବେଳା ହେଉ ଅବା ସନ୍ଧ୍ୟାରେ ପୂଜା ନିଶ୍ଚିତ କରନ୍ତୁ। ସନ୍ଧ୍ୟା ସମୟରେ ଶନି ମନ୍ତ୍ର ଜପ କରିବା ସହ ଅଶ୍ୱତ୍ଥ ଗଛ ତଳେ ଦୀପ ନିଶ୍ଚିନ୍ତ ଜଳାନ୍ତୁ। ଶନିବାର ଦିନ କିଛି ନା କିଛି ଦାନ କରନ୍ତୁ। ଏକ ଲୁହାର ମୁଦିର ମଧ୍ୟମା ଆଙ୍ଗୁଠିରେ ନିଶ୍ଚିତ ପିନ୍ଧନ୍ତୁ। ଜୋତା ଏବଂ ଚପଲ ସବୁବେଳେ ସଫା ରଖନ୍ତୁ।

Swagatika

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

3 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

18 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

28 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

39 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago