ଯଦି ଆପଣଙ୍କର ଚା ପିଇବା ଅଭ୍ଯାସ ରହିଛି, ଜାଣି ରଖନ୍ତୁ ଏହି କଥା

ଦୁନିଆରେ ପ୍ରାୟ ସମସ୍ତଙ୍କ ମନ ପସନ୍ଦ ରହିଥାଏ ଚା। ଖାସ କରି ଭାରତରେ ଦିନର ଆରମ୍ଭ ଚା ଦ୍ବାରା ହିଁ ହୋଇଥାଏ। ତେବେ ଏହା ଶରୀରକୁ ଲାଭ ତ ଦୂରର କଥା ବହୁମାତ୍ରାରେ କ୍ଷତି ପହଞ୍ଚାଇ ଥାଏ। ଆସନ୍ତୁ ଜାଣିବା ଚା ପିଇବା ଦ୍ବାରା କଣ ହୋଇଥାଏ ଶରୀରକୁ କ୍ଷତି।

ଦିନକୁ ଅତ୍ଯଧିକ ଥର ଚା ପିଇବା ଉଚିତ୍ ନୁହଁ । ଏହା ଦ୍ବାରା ଫୁସଫୁସ ଖରାପ ହୋଇଥାଏ। ଏହାଛଡ଼ା ପେଟ ଉପରେ ଖରାପ ପ୍ରଭାବ ପଡ଼ି ଅନେକ ପ୍ରକାରର ପେଟ ଜନିତ ରୋଗ ଦେଖାଯାଇଥାଏ। ଅଧିକ ଚା ପିଇବା ଦ୍ବାରା ଭୋକ ମରିଯାଇଥାଏ। ଯାହା ଫଳରେ ଓଜନ ହ୍ରାସ ହେବା ସହ ଦୁର୍ବଳ ଅନୁଭୂତ ହୋଇଥାଏ।

ଆହୁରି ପଢ଼ନ୍ତୁ: ସକାଳ ଜଳଖିଆରେ ଖାଆନ୍ତୁ ଏହି ଜିନିଷ, ପାଖ ମାଡ଼ିବନି ଏସିଡ଼ିଟି

ଚା ଦୈନିକ ବାରମ୍ବାର ପିଉଥିବା ବ୍ଯକ୍ତିଙ୍କ ପୁସଫୁସ ଶୀଘ୍ର ଖରାପ ହେବା ସହ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଏହା ଦ୍ବାରା ଆଖି ଲାଲି ହୋଇଥାଏ। ଖାଲି ତାହା ନୁହଁ ଅତ୍ଯଧିକ ମାତ୍ରାରେ ଚା ପିଇବା ଦ୍ବାରା ତ୍ବଚାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

38 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

39 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

46 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

51 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago