ହୋଲି ପର୍ବକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଲାଗି ରହିଥାଏ। ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ବିଶେଷତା ଆଣିଦେଇଥାଏ। କିନ୍ତୁ ହୋଲିରେ କିଛି ରାଶି ଉପରେ ବିଶେଷ ଶୁଭ ଯୋଗ ରହିଛି , ଅର୍ଥାତ ମାତା ଲକ୍ଷ୍ମୀଙ୍କର କୃପା ଏହି ରାଶି ଗୁଡିକର ଲୋକେ ପାଇପାରିବେ I
– ଜ୍ୟୋତିଷ ଗଣନା ଅନୁସାରେ ମାର୍ଚ୍ଚ ମାସରେ ମେଷ ରାଶିର ଲୋକ ସବୁଠାରୁ ଅଧିକ ଲାଭବାନ ହେବେ। ଏହି ରାଶିର ଲୋକ ନିଜର ପ୍ରଭାବକୁ ବିସ୍ତାର କରିପାରିବେ। ଏହି ରାଶିର ଲୋକଙ୍କ ଜାତକରେ ଧନଲାଭ ଯୋଗ ରହିଛି। ହଜି ଯାଉଥିବା ଟଙ୍କା ଏହି ରାଶିର ଲୋକେ ଫେରିପାଇବେ।
– ବୃଷ ରାଶିର ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବେଶ୍ ପ୍ରଭାବ ରହିଥାଏ। ଏହି ରାଶିର ଲୋକ ନୂତନ ବ୍ୟବସାୟ ଆରମ୍ଭ କରିବେ। ମାତା ଲକ୍ଷ୍ମୀଙ୍କର ଅଶେଷ କୃଷା ରହିବା ସହିତ ଧନବୃଦ୍ଧି ହେବ।
– କର୍କଟ ରାଶିର ଲୋକଙ୍କ ଜାତକରେ ମଧ୍ୟ ଲାଭବାନ ହେବାର ଯୋଗ ରହିଛି। ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ଶୁକ୍ର ଗ୍ରହଙ୍କ କୃପା ରହିଛି।
– ସେହିଭଳି ସିଂହ ରାଶିର ଲୋକଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଯିବ। ଏହିରାଶିର ବ୍ୟକ୍ତିଙ୍କ ଭାଗ୍ୟ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସଫଳ ହେବ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…