ପ୍ରେମରେ ବିଫଳ ହୋଇଥାନ୍ତି ଏହି ଦୁଇ ଅକ୍ଷରର ମହିଳା, ଦେଖନ୍ତୁ ଆପଣଙ୍କ ନାଁ ନାହିଁ ତ ସାମିଲ

ପ୍ରେମ ସତ୍ଯ ଏବଂ ଶାସ୍ବତ।ପ୍ରେମ କେବେ ଭାବିଚିନ୍ତି କରାଯାଏ ନାହିଁ । ଏହା ଏପରି ଏକ ଅନୁଭବ ଯାହା କେତେବେଳେ ହେବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହା ସବୁବେଳେ ଜରୁରି ନୁହଁ କି ଆପଣଙ୍କ ପେମ ସଫଳ ହେବେ ବା ଆପଣ ଯାହାକୁ ଭଲ ପାଉଛନ୍ତି ସେ ହିଁ ଆପଣଙ୍କ ଜୀବନସାଥି ହେବ। ତେବେ ଏହି ମାମଲାରେ ସବୁଠାରୁ ଅଧିକ ଭାଗ୍ଯ ଖରାପ ରହିଥାଏ ଏହି ଦୁଇ ଅକ୍ଷରର ମହିଳା । ଏମାନଙ୍କୁ ପ୍ରାୟତଃ ତାଙ୍କ ସାଥି ଅଧା ବାଟରେ ଛାଡ଼ି ଚାଲିଯାଇଥାନ୍ତି। ଆସନ୍ତୁ ଜାଣିବା କେଉଁ ଅକ୍ଷର ମହିଳା ଖାଆନ୍ତି ଅଧିକ ଧୋକା।

ସ୍ବଭାବରେ ଶାନ୍ତ P ଅକ୍ଷର ମହିଳା ପ୍ରେମରେ ସବୁବେଳେ ଧୋକା ଖାଆନ୍ତି। ତାଙ୍କ ଜୀବନରେ ଯେଉଁ ପୁରୁଷ ଆସିଥାନ୍ତି ସବୁବେଳେ ତାଙ୍କୁ ଅଧା ବାଟରେ ଛାଡ଼ି ଚାଲିଯାଆନ୍ତି। ଜୀବନରେ ବାରମ୍ବାର ବିଶ୍ବାସଘାତକତାର ସାମ୍ନା କରୁଥିବାରୁ ସେ ଏତେ ସହଜରେ କାହା ଉପରେ ବିଶ୍ବାସ କରିପାରନ୍ତି ନାହିଁ। ତେବେ ଏହା ସତ ଏହି ଅକ୍ଷର ମହିଳା ଜଣେ ଭଲ ଜୀବନସାଥି ଭାବେ ପ୍ରମାଣିତ ହୋଇଥାନ୍ତି।

ଚଞ୍ଚଳ ସ୍ବଭାବର K ଅକ୍ଷର ମହିଳା ଦେଖିବାରେ ଖୁବ ଆର୍କଷଣୀୟ ହୋଇଥାନ୍ତି। କିନ୍ତୁ ତାଙ୍କୁ ଜୀବନରେ କେବେ ହେଲେ ପ୍ର କୃତ ପ୍ରେମ ମିଳିପାରେନା। ସେ ସମସ୍ତଙ୍କୁ ନିଷ୍ଠାର ସହ ଭଲ ପାଇଥିଲେ ମଧ୍ୟ ଶେଷକୁ ତାଙ୍କ ସାଥି ତାଙ୍କୁ ଛାଡ଼ି ଚାଲିଯାଇଥାନ୍ତି। ଏଣୁ ଏହି ଅକ୍ଷରର ମହିଳା ଜୀବନରେ ବହୁତ ଦୁଃଖି ଏବଂ ଭୟବିତ ରହିଥାନ୍ତି।କାରଣ ଏମାନଙ୍କ ବିଶ୍ବାସ ସବୁବେଳେ ମିଶିଥାଏ ବିଷ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

7 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

9 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

10 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

11 hours ago