ଲାଇଫ୍ ଷ୍ଟାଇଲ୍

ଭଡ଼ା ଘରେ ପ୍ରବେଶ କରିବା ପୂର୍ବରୁ କରି ନିଅନ୍ତୁ ଏହି ୩ କାମ, ଘରେ ବନି ରହିବ ସମୃଦ୍ଧି

ଘରେ ବାସ୍ତୁ ଦୋଷ କାରଣରୁ ବହୁ ପ୍ରକାର ମାନସିକ, ଶାରିରୀକ ଓ ଆର୍ଥିକ ଅସୁବିଧା ଭୋଗିବାକୁ ପଡ଼ିଥାଏ । ଯଦି ଆପଣ ଭଡ଼ା ଘରେ ରହୁଛନ୍ତି ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ । ଘରେ ବଜାୟ ରହିବ ଶାନ୍ତି ଓ ସମୃଦ୍ଧି । ଯଦି ଆପଣ ଭଡ଼ା ଘରେ ରହୁଛନ୍ତି କିମ୍ବା କୌଣସି ଭଡ଼ା ଘରକୁ ସିପ୍ଟ ହେବାକୁ ଚାହୁଁଛନ୍ତି, ତେବେ କିଛି ନିୟମର ପାଳନ ଜରୁରୀ କରନ୍ତୁ ।

ନକରାତ୍ମକ ଶକ୍ତି :

ଅଧିକାଂଶ ସମୟରେ ଭଡ଼ା ଘରେ ଅଧିକ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ତେଣୁ ନୂଆ ଘରକୁ ସିପ୍ଟ ହେବା ପୂର୍ବରୁ ଘରକୁ ସଫା କରନ୍ତୁ । ସେଠାରେ ଗଙ୍ଗାଜଳ ଛିଞ୍ଚନ୍ତୁ । ଗଙ୍ଗାଜଳରେ ଶୁଦ୍ଧ ଶକ୍ତି ଉତ୍ପନ୍ନ ହୋଇଥାଏ । ଯାହା ଘରୁ ନକରାତ୍ମକ ଶକ୍ତିକୁ କାଢ଼ି ଦେଇଥାଏ ।

ସମୃଦ୍ଧି :

ଭଡ଼ା ଘରକୁ ସିପ୍ଟ ହେବା ପୂର୍ବରୁ ସେଠାରେ ଶୁଭ ମୁହୂର୍ତ୍ତରେ ଏକ ଜଳ ଭରା ତମ୍ବା ପାତ୍ରରେ ଆମ୍ବ ଡାଳ ଓ ଏହା ଉପରେ ନଡିଆ ରଖି କରି ଘରର ପୂର୍ବ ଦିଗରେ ରଖନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଏହି ପୂଜା ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଜୀବନ ପାଇଁ ଘରେ ସକରାତ୍ମକତା ଆଣିବାରେ ସହାୟକ ହୋଇଥାଏ ।

ଏହି ଠାରେ କରନ୍ତୁ ପୂଜା ସ୍ଥାନ :

ଘରର ଉତ୍ତର ପୂର୍ବ ଦିଗ ଧନର ଦେବତା କୁବେରଙ୍କର ମନାଯାଇଥାଏ । ଯଦି ନୂଆ ଘର କିମ୍ବା ଭଡ଼ା ଘର ନେଛନ୍ତି ତେବେ ଘରର ଜିନିଷପତ୍ର ଏହି ଦିଗରେ ରଖନ୍ତୁ । ଦୈନିକ ଏହି ଜାଗାକୁ ସଫା ରଖନ୍ତୁ । ଏମିତି ନ କରିବା ଦ୍ୱାରା ଦରିଦ୍ରତା ଆସିଥାଏ ।

Niharanjan

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

8 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

27 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

35 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

51 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago