ଲାଇଫ୍ ଷ୍ଟାଇଲ୍

ପୋକ କାମୁଡିବା ହୋଇପାରେ ବିପଦପୂର୍ଣ୍ଣ, ଏହି ଉପାୟରେ ମିଳିବ ଆରାମ

ପୋକ କାମୁଡିବା ଯୋଗୁଁ ସାଧାରଣତଃ କୁଣ୍ଡାଇ ହେବା, ଜଳାପୋଡା କିମ୍ବା ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ। ବେଳେ ବେଳେ ଏପରି ବିଷାକ୍ତ ପୋକ କାମୁଡିବା କିମ୍ବା ଡଙ୍କ ମାରିବା ମଧ୍ୟ ମଣିଷର ଜୀବନ ନେଇପାରେ। ତେଣୁ ଏପରି ସମସ୍ୟାର ଜଲଦି ସମାଧାନ କରିବା ନିତାନ୍ତ ଜରୁରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପୋକ କାମୁଡିଲେ କ’ଣ ଉପଚାର

ସାବୁନ ପାଣିରେ ସଫା କରନ୍ତୁ : ବିଷାକ୍ତ ପୋକ କାମୁଡିବା ଦ୍ୱାରା ବହୁତ ଜ୍ୱଳନ ହେବାକୁ ଲାଗିଥାଏ। ପୋକ କାମୁଡିଥିବା ଜାଗାକୁ ପ୍ରଥମେ ପାଣି ଏବଂ ସାବୁନରେ ଭଲ ଭାବେ ଧୋଇଦିଅନ୍ତୁ। ଏମିତି କଲେ ଜ୍ୱଳନ କମିଯାଇଥାଏ। ଏହା ପରେ କେଲାମାଇନ ଲୋସନ କିମ୍ବା ଜ୍ୱଳନ କମ୍‌ କରୁଥିବା କ୍ରମି ଲଗାଇଦିଅନ୍ତୁ, ଆରାମ ମିଳିବ।

ବରଫ ଲଗାନ୍ତୁ : ପୋକ କାଟିବା ଜାଗାରେ ବରଫ ଲଗାନ୍ତୁ। ଏମିତି କଲେ ସ୍କିନକୁ ଥଣ୍ଡା ଲାଗିବା ସହିତ ଜ୍ୱଳନ କମ୍‌ ହେବ। ଏହାସହିତ ପୋକ କାମୁଡିଥିବା ଜାଗା ଫୁଲା ମଧ୍ୟ କମିଯିବ।

ଆଲୋଭେରା ଏବଂ ମହୁ : ପୋକ କାମୁଡିବା ସ୍ଥାନରେ ଆଣ୍ଟି ଇନଫ୍ଲାମେଣ୍ଟାରୀ ଜିନିଷ ଲଗାଇବା ଦ୍ୱାରା ତୁରନ୍ତ ଲାଭ ମିଳିଥାଏ। ଆଲୋଭେରା ତୁରନ୍ତ ଜ୍ୱଳନକୁ କମ୍‌ କରିଥାଏ ଏବଂ ସଂକ୍ରମଣରୁ ବଞ୍ଚାଏ। ଏହା ସହି ମହୁ ଲଗାଇବା ବିନ୍ଧା ହେବାରୁ ତୁରନ୍ତ ଆରାମ ମିଳିଥାଏ।

Swagatika

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

11 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

13 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

26 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

27 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago