ଲାଇଫ୍ ଷ୍ଟାଇଲ୍

ଅନ୍ତିମ ସମୟ ପର୍ଯ୍ୟନ୍ତ ନିଜ ମାଆ, ବାପାଙ୍କର ସେବା କରିଥାନ୍ତି ଏହି ୪ଟି ରାଶିର ବ୍ୟକ୍ତି, ତିଳେ ବି ଅବହେଳିତ ହେବାକୁ ଦିଅନ୍ତିନି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ମଧ୍ୟରୁ ୪ଟି ରାଶି ଏପରି ହୋଇଥାନ୍ତି, ଯେଉଁମାନେ ନିଜ ମାଆ, ବାପାଙ୍କର ଅନ୍ତିମ ସମୟ ପର୍ଯ୍ୟନ୍ତ ଯତ୍ନ ନେଇଥାନ୍ତି। ହୃଦୟରୁ ସେମାନଙ୍କ ସେବା କରିଥାନ୍ତି। କିନ୍ତୁ ଏହା ପ୍ରତି ବଦଳରେ କିଛି ବି ଲାଳସା ରଖି ନ ଥାନ୍ତି। ମାଆ, ବାପାଙ୍କର ସବୁ ସୁଖ, ଦୁଃଖରେ ସେମାନଙ୍କ ସାଥ ଦେଇଥାନ୍ତି। ଭଲ ଭାବେ ଦେଖାଶୁଣା କରିଥାନ୍ତି। ଏମାନଙ୍କ ପାଇଁ ଦୁନିଆର ସବୁ ଜିନିଷଠାରୁ ମାଆ, ବାପାଙ୍କର ପ୍ରାଥମିକତା ଅଧିକ ଥାଏ।

ଏମାନେ ମାଆ, ବାପାଙ୍କୁ ଜୀବନଠାରୁ ଅଧିକ ଭଲ ପାଇବା ଦେଇଥାନ୍ତି। ତାଙ୍କ ପ୍ରତି ନିଜର ଦାୟିତ୍ୱବୋଧତା ବହୁତ ଭଲ ଭାବେ ବୁଝିଥାନ୍ତି। ଆମେ ଏଠି ଯେଉଁ ରାଶିଗୁଡ଼ିକ ବିଷୟରେ କଥା ହେଉଛନ୍ତି, ସେଗୁଡ଼ିକ ହେଲା ମେଷ, କନ୍ୟା, କୁମ୍ଭ ଓ ମୀନ। ଏହି ରାଶି ଜାତକ ଭବିଷ୍ୟତରେ ସଫଳତା ପ୍ରାପ୍ତ କରିଥାନ୍ତି। ଏମାନଙ୍କ ମନରେ କୌଣସି ଦ୍ବନ୍ଦ୍ୱ ନ ଥାଏ। ଏମାନେ ଅନ୍ୟର ଭଲ ଚାହିଁବା ଉପରେ ବିଶ୍ୱାସ ରଖନ୍ତି।

ଏହି ୪ଟି ରାଶି ପରିଶ୍ରମୀ ଏବଂ ସଚ୍ଚୋଟ ହୋଇଥାନ୍ତି। ସେମାନଙ୍କର ଏହି ଗୁଣ ମାଆ, ବାପାଙ୍କ ସେବା କରିବା ପାଇଁ ପ୍ରେରିତ କରିଥାଏ। ଯେଉଁଥିରେ ମାଆ, ବାପାଙ୍କର ସେମାନଙ୍କ ଉପରେ ଗର୍ବ ହେବ, ସେମାନେ ସେହିଭଳି କାମ କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନେ ନିଜ ପ୍ୟାରେଣ୍ଟସଙ୍କ ପ୍ରିୟ ହୋଇଥାନ୍ତି। ସମାଜରେ ଏମାନେ ପ୍ରତିଷ୍ଠା ଲାଭ କରନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago