ଲାଇଫ୍ ଷ୍ଟାଇଲ୍

କେବଳ ତାଳି ମାରିଲେ ଭଲ ହୋଇଯାଇଥାଏ ଏହି ୫ଟି ରୋଗ

ହିନ୍ଦୁ ଧର୍ମରେ ଭଜନ ଏବଂ ଆଳତୀ ସମୟରେ ତାଳି ବଜାଯାଇଥାଏ। ଏହି ପରମ୍ପରା ପଛରେ ନା କେବଳ ଧାର୍ମିକ, ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବିଜ୍ଞାନ ଅନୁସାରେ, ଆମ ଶରୀରର ୨୯ ଏକ୍ୟୁପ୍ରେସର ପେଣ୍ଟସ ଆମ ହାତରେ ରହିଛି। ପ୍ରେସର ପଏଣ୍ଟକୁ ଦବାଇବା ଦ୍ୱାରା ସମ୍ବନ୍ଧିତ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ଏବଂ ଅମ୍ଳଜାନର ସଞ୍ଚାର ଭଲ ଭାବେ ହୋଇଥାଏ।

ଏକ୍ୟୁପ୍ରେସର ଅନୁସାରେ, ଏ ସମସ୍ତ ପଏଣ୍ଟକୁ ଭଲ ଭାବେ ଦବାଇବାର ସବୁଠୁ ସହଜ ତରିକା ହେଉଛି ତାଳି। ଆସନ୍ତୁ ଜାଣିବା ତାଳି ବଜାଇଲେ ଆମକୁ କ’ଣ ହୋଇଥାଏ ଫାଇଦା।

୧. ତାଳି ବଜାଇଲେ ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା କମିଯାଇଥାଏ, ଯଦ୍ଦ୍ୱାରା ହାର୍ଟ ଆଟାକ ଆଶଙ୍କା କମ ହୋଇଯାଇଥାଏ।

୨. ତାଳି ବଜାଇଲେ ଶରୀରରେ ରକ୍ତ ସଞ୍ଚାର ଭଲ ଭାବେ ହୋଇଥାଏ। ଏହାଦ୍ୱାରା ଫୁସଫୁସରେ ଅସ୍ଥାମା ସମ୍ବନ୍ଧିତ ରୋଗ ପ୍ରାୟତଃ ଟଳିଯାଇଥାଏ।

୩. ଜୋରରେ ତାଳି ମାରିଲେ ଆଖି, କାନ, ମସ୍ତିଷ୍କ, ମେରୁଦଣ୍ଡ, କାନ୍ଧ ଆଦି ସମସ୍ତ ବିନ୍ଦୁ ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ଚିନ୍ତା, ଅନିଦ୍ରା, ଆଖିକୁ କମ ଦେଖାଯିବା, ପୁରୁଣା ମୁଣ୍ଡ ବିନ୍ଧା, ଥଣ୍ଡା, କେଶ ଝଡ଼ିବା ଆଦି ସମସ୍ୟାରୁ ଛୁଟକାରା ମିଳିଥାଏ।

୪. ତାଳି ଦ୍ୱାରା ମାଂସପେଶୀଗୁଡ଼ିକ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ପୂରା ଶରୀରରେ ଶକ୍ତି ସଞ୍ଚାର ଭଲ ଭାବରେ ହୋଇଥାଏ।

୫. ନିୟମିତ ତାଳି ମାରିଲେ ରକ୍ତରେ ଧଳା କଣିକାକୁ ଶକ୍ତି ମିଳିଥାଏ। ଫଳରେ ଶରୀରକୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।

Roshni

Recent Posts

ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ…

1 min ago

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

12 mins ago

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

33 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

37 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

1 hour ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago