ସୋମବାର ଦିନ ଅବଶ୍ୟ କରନ୍ତୁ ଏହି ୪ଟି ଉପାାୟ, ମିଳିବ ସବୁ ଦୁଃଖ କଷ୍ଟରୁ ମୁକ୍ତି

ଆଜି ସୋମବାର ଅର୍ଥାତ ଭଗବାନ ଶିବଙ୍କୁ ସମର୍ପିତ କରିବାର ଦିନ। ଏହି ଦିନରେ ଶିବଭକ୍ତମାନେ ନିଜ ଆରାଧ୍ୟ ଦେବଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କ ସେବା କରିବା ପାଇଁ ମନ୍ଦିରକୁ ଯାଆନ୍ତି। ଭଗବାନ ଶିବଙ୍କୁ ଭୋଳାନାଥ କୁହାଯାଏ କାରଣ ସେ ବହୁତ ସହଜରେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ଏବଂ ତାଙ୍କର ସମସ୍ତ ମନସ୍କାମପନାକୁ ପୂର୍ଣ୍ଣ କରନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ସହଜ ଶାସ୍ତ୍ରୀୟ ଉପାୟ କହିବୁ ଯାହା ସାହାଯ୍ୟରେ ଆପଣ ଶିବଙ୍କୁ ବହୁତ ସହଜରେ ପ୍ରସନ୍ନ କରିପାରିବେ ଏବଂ ସମସ୍ତ ଦୁଃଖ କଷ୍ଟକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

-ସୋମବାର ଦିନ ବିଶେଷ ଭାବରେ କ୍ଷୀର ଏବଂ ଜଳରେ ଭଗବାନଙ୍କୁ ଅଭିଷେକ କରନ୍ତୁ ଏବଂ ବେଲପତ୍ର ଚଢ଼ାନ୍ତୁ। ଚନ୍ଦ୍ର ଗ୍ରହ ପାଇଁ କ୍ଷୀର ଏବଂ ଚାଉଳ ନିଶ୍ଚୟ ଦାନ କରନ୍ତୁ।

-ସୋମବାର ଦିନ ମହାତ୍ୟୁଞ୍ଜୟ ମନ୍ତ୍ର ଅବଶ୍ୟ ଜପ କରନ୍ତୁ। ଏହି ଜପ ଅତିକମରେ ୧୦୮ ଥର କରବା ଉଚିତ। ମନ୍ତ୍ରକୁ ଜପ କରିବା ପାଇଁ ରୁଦ୍ରୟାକ୍ଷର ମାଳା ବ୍ୟବହାର କରନ୍ତୁ।

ଏହାସହ ପଢନ୍ତୁ : ରାଶି ଅନୁସାରେ ଜାଣନ୍ତୁ ଆପଣ କେଉଁ ଚାକିରି କରିବେ, ଯାହା ଆପଣଙ୍କୁ ପହଁଚାଇବ ସଫଳତାର ଶୀର୍ଷରେ

-ସୋମବାର ଦିନ ଶିବଙ୍କୁ ମନ୍ଦିର ଯାଆନ୍ତୁ ଏବଂ ଗରିବ ଲୋକଙ୍କୁ ଅନ୍ନ ଦାନ କରନ୍ତୁ। ଏହାସହ ଅସହାୟ ଲୋକଙ୍କୁ ଟଙ୍କା ଦାନ କରନ୍ତୁ।

-ସୋମବାର ଦିନ ସଧବା ନାରୀଙ୍କୁ ସୁହାଗ ଜିନିଷ ଦାନ କରନ୍ତୁ। ଏହି ସୁହାଗ ଜିନିଷରେ ଲାଲ ଚୁଡି, ସିନ୍ଦୁର ଏବଂ ଲାଲ ଶାଢ଼ି ଦାନ କରନ୍ତୁ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago