ଜାଣନ୍ତୁ ଆପଣଙ୍କର କେଉଁ କାର୍ଯ୍ୟ ପାଇଁ ପଡିଥାଏ ଶନିଙ୍କର ବକ୍ରଦୃଷ୍ଟି

ଶନି ଗ୍ରହର ସମ୍ବଦ୍ଧ ଶନିଦେବଙ୍କ ସହିତ ରହିଛି। ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କୁହାଯାଏ ଯେ ଶନିଦେବ ସବୁ ମଣିଷଙ୍କୁ ତାଙ୍କ କର୍ମ ନେଇକି ଫଳ ଦେଇଥାନ୍ତି। କୁହାଯାଏ ଯେ ଶନିଦେବଙ୍କ ଦ୍ରୁଷ୍ଟିରୁ କେହି ରକ୍ଷା ପାଇ ପାରି ନାହାନ୍ତି। ଜ୍ୟେତିଷ ଶାସ୍ତ୍ରରେ ଶନି ଗ୍ରହଙ୍କା ବିଶେଷ ମହତ୍ତ୍ବ ରହିଛି ବୋଲି କୁହଯାଏ। ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଗ୍ରହ ଦୁର୍ବଳ ହୋଇଥାଏ। ତେବେ ତାକୁ ଜୀବନରେ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିଛି ଏମିତି କାର‌୍ୟ୍ୟ ରହିଛି ଯେଉଁଥିରେ ଶନିଙ୍କ ଦଶା ଖରାପ ହେବାର କଥା କୁହାଯାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ପାଞ୍ଚ କାମ ବିଷୟରେ ଜଣାଇବୁ ଯାହାକୁ ଆପଣେଇ ଆପଣ ଶନିଙ୍କର ଖରାପ ପ୍ରକୋପରୁ ରକ୍ଷା ପାଇପାରିବେ।

-କୁହାଯାଏ ଯେ ବଡବାପା ଏବଂ ସାନ ବାପାଙ୍କ ସହିତ ଝଗଡା କରିବା ଦ୍ବାରା ଶନିଙ୍କର ଖରାପ ପ୍ରକୋପ ବ୍ୟକ୍ତିଙ୍କ ଉପରେ ପଡିଥାଏ। କୁହାଯାଏ ଯେ ଏହାଦ୍ବାରା ବ୍ୟକ୍ତିଙ୍କୁ ସମାଜରେ ମାନ-ସମ୍ମାନ ମିଳିବା ବନ୍ଦ ହୋଇଯାଏ।

-କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଜାଣିଶୁଣି ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇଥାନ୍ତି। ଜ୍ୟେତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏମିତି କରିବା ଦ୍ବାରା ଜାତକରେ ଶନିଙ୍କର ଦଶା ଖରାପ ହୋଇଥାଏ।

-କିଛି ଲୋକଙ୍କୁ କଥା-କଥାରେ ଅପଶବ୍ଦ କହିବାର ଅଭ୍ୟାସ ରହିଥାଏ। କୁହାଯାଏ ଯେ ଏମିତି ଲୋକଙ୍କୁ ଶନି ତାଙ୍କୁ ଖରାପ ଫଳ ଦେଇଥାନ୍ତି। କୁହାଯାଏ ଯେ ଏହି ଲୋକଙ୍କୁ ସଫଳତା ମିଳିବାକୁ ବହୁତ ଡେରୀ ହୋଇଥାଏ।

-ମଦ ପିଇବା ଏବଂ ମାଂସ ଖାଇବା ଦ୍ବାରା ମଧ୍ୟ ଶନିଙ୍କର ପ୍ରକୋପ ପଡିଥାଏ ବୋଲି କୁହାଯାଏ ଯେଉଁ ଲୋକ ମଦ ପିଇ ଏବଂ ମାଂସ ଖାଇ ଘରେ କଳି କରିଥାନ୍ତି ତାଙ୍କ ଉପରେ ଶନିଙ୍କର ପ୍ରଭାବ ପଡିଥାଏ।

-କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଅନ୍ୟ କାହାର ଦୋକାନ ଏବଂ ଘର ଖାଲି କରନ୍ତି ନାହିଁ। କୁହାଯାଏ ଯେ ଏହା ଦ୍ବାରା ମଧ୍ୟ ଶନିଦେବଙ୍କର ଖରାପ ପ୍ରଭାବ ତାଙ୍କ ଉପରେ ପଡିଥାଏ।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

29 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

39 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

51 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

58 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

59 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago