ଲାଇଫ୍ ଷ୍ଟାଇଲ୍

ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତାହେଲେ ଘରେ ଲଗାନ୍ତୁ ଏହି ଗଛ, ଅଗଣାରେ ଶୁଭିବ କୁଆଁ କୁଆଁ ଶବ୍ଦ

ଗଛ ଲତା ମାନବ ଜୀବନ ଏବଂ ସମସ୍ତ ଜୀବ ଜନ୍ତୁଙ୍କ ପାଇଁ ବହୁତ ଅଧିକ ମହତ୍ତ୍ୱ ରଖିଥାଏ। ଏହାଦ୍ୱାରା ନାକେବଳ ଆମକୁ ଶୁଦ୍ଧ ବାୟୁ ମିଳିଥାଏ ବରଂ ଏହାଦ୍ୱାରା ସକରାତ୍ମକ ଶକ୍ତିର ପ୍ରବାହ ମଧ୍ୟ ହୋଇଥାଏ। ସନାତନ ଧର୍ମରେ ଗଛ ଲତାର ପୂଜା ବିଧି ମଧ୍ୟ ରହିଛି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗଛ ଲତା ଏହି ସବୁ ଲାଭ ବ୍ୟତୀତ ଆହୁରି ଅନେକ ଲାଭ ମଧ୍ୟ ଅଛି।

ଆଜ୍ଞା ହଁ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଅନୁଯାୟୀ ଗଛ ଲତା ଆମ ଜୀବନର ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ। କଣ ଆପଣଙ୍କୁ ଜଣାଅଛି ସବୁ ଗଛର କିଛି ନା କିଛି ମନୋକାମନା ପୂରା କରିବାର କ୍ଷମତା ରହିଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ଗଛକୁ ଲଗାଲେ କଣ ଲାଭ ମିଳେ।

  • ତୁଳସୀ ଗଛ – ତୁଳସୀ ଗଛକୁ ବହୁତ ପବିତ୍ର ବୋଲି କୁହାଯାଏ। ତୁଳସୀକୁ ପୂଜା କରିବା ଦ୍ୱାରା ବାତାବରଣ ଶୁଦ୍ଧ ହେବା ସହିତ ସୁଖ-ଶାନ୍ତି ଭରି ରହିଥାଏ।
  • ଜାମୁ ଗଛ – ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜାମୁ ଗଛ ଲଗାଇବା ଦ୍ୱାରା ସୌଭାଗ୍ୟ ସହିତ କନ୍ୟା ପ୍ରାପ୍ତି ମଧ୍ୟ ହୋଇଥାଏ।
  • ପଳାଶ ଗଛ – ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ତାହେଲେ ପଳାଶ ଗଛ ଲଗାନ୍ତୁ।
  • କଣ୍ଟା ଗଛ – କଣ୍ଟା ଗଛ ଲଗାଇବା ଦ୍ୱାରା ଶତୃ ଭୟ ରହିନଥାଏ।
  • ଲିମ୍ବ ଗଛ – ଲିମ୍ବ ଗଛ ଲଗାଇବା ଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ।
  • ଅଶୋକ ଗଛ – ଅଶୋକ ଗଛ ଲଗାଇବା ଦ୍ୱାରା ଶୋକରୁ ମୁକ୍ତି ମିଳିଥାଏ।
  • ଧନ ଲାଭ ପାଇଁ – ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଧନ ଲାଭ ପ୍ରାପ୍ତ ହୋଇଥାଏ।
Pritiparna

Recent Posts

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

9 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago