ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି ୪ ଉପାୟ, ଦୂର ହେବ ସମସ୍ତ ଦୋଷ

ନ୍ୟାୟର ଦେବତା କୁହାଯାଉଥିବା ଶନିଦେବଙ୍କୁ ସମସ୍ତେ ପ୍ରସନ୍ନ କରିବାକୁ ଚାହାନ୍ତି, ଯାହାଦ୍ୱାରା ତାଙ୍କ କୃପା ସବୁବେଳେ ତାଙ୍କ ଉପରେ ରହିବ ଏବଂ ଶନି ଶୁଭ ଫଳ ପ୍ରଦାନ କରିବେ। ବ୍ୟକ୍ତିଙ୍କ ଜାତକରେ ଶନିଙ୍କର ଅଶୁଭ ଛାଇ ଜୀବନରେ ଦୁଃଖର ଭଣ୍ଡାର ନେଇ ଆସିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ଉପାୟ ଯାହା ସାହାଯ୍ୟରେ ଆପଣ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

-ଶନିବାର ଦିନ ସଂଧ୍ୟାରେ ଓଶସ୍ତ ଗଛ ତଳେ ଚାରି ମୁହାଁ ଦୀପରେ ଦୀପ ଜଳାନ୍ତୁ। ଏପରି କଲେ ଧନ, ବୈଭବ ଏବଂ ଯଶରେ ବୃଦ୍ଧି ହେବ।

-ଶନିଦେବ ହନୁମାନଙ୍କ ଭକ୍ତଙ୍କ ଉପରେ ସବୁବେଳେ ନିଜ କ୍ରୁପା ଦ୍ରୁଷ୍ଟି ରଖନ୍ତି, ଏଥିପାଇଁ ଶନିବାର ଦିନ ହନୁମାନ ଚାଳିସା ପାଠ କରନ୍ତୁ। ହନୁମାନଙ୍କର ଦର୍ଶନ ଏବଂ ତାଙ୍କ ଭକ୍ତି କରିବା ଦ୍ୱାରା ଶନିଦେବଙ୍କର ସମସ୍ତ ଦୋଷ ଶେଷ ହୋଇଯାଇଥାଏ।

-ଶନିଙ୍କ ଦୋଷ ଦୂର କରିବା ପାଇଁ ସ୍ନାନ ସାରି କୌଣସି ବି ଓଷସ୍ଥ ଗଛ ତଳେ ହାତରେ ଗଛକୁ ଛୁଇଁ ଜଳ ଅର୍ପଣ କରିବା ଉଚିତ। ଓଷସ୍ଥ ଗଛରେ ସାତ ଥର ପରିକ୍ରମା କରନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago