ଲାଇଫ୍ ଷ୍ଟାଇଲ୍

ଛୋଟ ପିଲାଙ୍କ ମସ୍ତିଷ୍କର ବିକଶିତ କରିବା ପାଇଁ କରନ୍ତୁ ଏହିସବୁ ଯୋଗାସନ, ମିଳିବ ଅନେକ ଫାଇଦା

ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ବିକାଶ ପାଇଁ ଅଭିଭାବକ ଖାଦ୍ୟଠୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଅନେକ ପ୍ରକାର ପ୍ରଚେଷ୍ଟା କରୁଛନ୍ତି। ଯଦି ବି ଏସବୁ କରୁଛନ୍ତି ଏହା ବାଦ୍‌ ମଧ୍ୟ ପିଲାର ସ୍ମରଣ ଶକ୍ତିକୁ ବୃଦ୍ଧି କରିପାରେ। ଏସବୁ ଛଡା ଆପଣ ଶିଶୁର ମସ୍ତିଷ୍କର ବିକାଶ ଯୋଗାସନ କରି କରିପାରିବେ। ଏହା ଶରୀରକୁ ଅନେକ ଫାଇଦା ଦେଇଥାଏ। ଧ୍ୟାନ କେନ୍ଦ୍ରିତ କରିବା ଏବଂ ଶାନ୍ତ ରହିବା ପାଇଁ ଆପଣ ନିୟମିତ ଭାବେ ପିଲାଙ୍କୁ ଏହିସବୁ ଯୋଗାସନ କରିବା ନିତାନ୍ତ ଜରୁରୀ। ତେବେ ଜାଣିରଖନ୍ତୁ ପିଲା କେଉଁ କେଉଁ ଯୋଗାସନ କରିପାରିବେ…

ପଦ୍ମାସନ: ପଦ୍ମାସନ ସବୁଠାରୁ ସହଜ ମୁଦ୍ରା ମଧ୍ୟରେ ଅନ୍ୟତମ। ଏହି ମୁଦ୍ରା ପିଲାର ମସ୍ତିଷ୍କକୁ ଶାନ୍ତ କରିବା ସହିତ ଶରୀରକୁ ଆରାମ ଦେଇଥାଏ। ଏହାଛଡା ପିଲାଙ୍କର ଖାଦ୍ୟ ପାଚନ କରିବାରେ ଅନେକ ସହାୟତା କରିଥାଏ। ବାଳାସନ କରିବା ପାଇଁ ଆଣ୍ଠୁକୁ ମୋଡି ବସିଯାଆନ୍ତୁ। ଏମିତି ବସି ହାତକୁ ଯେତେ ବାଟ ପର୍ଯ୍ଯନ୍ତ ସମ୍ଭବ ଆଗକୁ ଟାଣି ରଖନ୍ତୁ। ଏହି ଆସନ କରିବା ବହୁତ ସହଜ ଏବଂ ଫାଇଦାଯୁକ୍ତ। ଏହାକୁ ୫ ମିନିଟ୍ ପର୍ଯ୍ଯନ୍ତ କରନ୍ତୁ।

ବାଳାସନ: ଏହା ପିଲାଙ୍କର ବହୁତ ପସନ୍ଦ। ଏହା ସବୁଠାରୁ ଅଧିକ ଆରାମ ଦେଉଥିବା ଆସନ। ଏହା ସଂପୂର୍ଣ୍ଣ ଶରୀରକୁ ଆରାମ ଦେଇଥାଏ। ଏହି ଆସନ କରିବା ଦ୍ୱାରା ବହୁତ ହାଲକା ଅନୁଭବ ହୋଇଥାଏ। ଏହି ମୁଦ୍ରା କରିବାର ମୁଖ୍ୟ ଲାଭ ମେରୁଦଣ୍ଡକୁ ମିଳିଥାଏ। ଶାନ୍ତି ଏବଂ ଧ୍ୟାନ ବଢାଇଥାଏ। ଆପଣଙ୍କ ଶରୀରର ଷ୍ଟ୍ରେସ କମ୍‌ କରିଥାଏ।

ବଦ୍ଧ କୋଣାସନ: ଏହି ପୋଜ ବାଳାସନ ମୁଦ୍ରା ପରି ଆପଣଙ୍କ ସଂପୂର୍ଣ୍ଣ ଶରୀରକୁ ଷ୍ଟ୍ରେଚ କରିଥାଏ। ଏହା ବ୍ଲଡ ସର୍କୁଲେସନ ତନ୍ତ୍ରକୁ ଆରାମ ଦେଇଥାଏ। ଏହା ରକ୍ତ ସଂଚାଳନ ବହୁତ କରିଥାଏ। ଅନ୍ୟମୁଦ୍ରା ପରି ଏହା ମସ୍ତିଷ୍କକୁ ଶାନ୍ତ କରିଥାଏ। ଏହାସହିତ ଫୋକସକୁ ବୃଦ୍ଧି କରିବାରେ ସହାୟତା କରିଥାଏ।

ବଜ୍ରାସନ: ଏହି ମୁଦ୍ରା ପାଚନ ତନ୍ତ୍ରର କାର୍ଯ୍ୟକ୍ଷମତା ବଢାଇଥାଏ ଏବଂ ଦୁର୍ବଳ ଲୋକଙ୍କ ପାଚନରେ ସାହାଯ୍ୟ କରିଥାଏ। ଏହା ଭୋଜନକୁ ବହୁତ ସହଜରେ ପାଚନ କରିବାରେ ସହାୟତା କରିଥାଏ। ଏହି ମୁଦ୍ରା ଫୋକସ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏବେ ଆପଣ ନିଜ ମଥାକୁ ମୁଣ୍ଡିଆ ମାରିବା ଭଳି ତଳେ ଲଗାନ୍ତୁ। ଏବେ ଆପଣଙ୍କ ଦୁଇଟି ହାତକୁ ତଳେ ଲଗାଇ ରଖନ୍ତୁ। ଏବେ ଜଙ୍ଘରୁ ଛାତି ଉପରେ ଚାପ ପକାନ୍ତୁ। ଏହି ଅବସ୍ଥାରେ ୨-୪ଟି ମିନିଟ୍‌ ଲଗାଇ ରଖନ୍ତୁ। ଏପରି ଆସନ କରିବା ଦ୍ୱାରା ମୁଣ୍ଡ ଏବଂ ମନ ଶାନ୍ତ ରହିଥାଏ। ଶରୀରରେ ସଙ୍କୋଚନ ଏବଂ ଚିନ୍ତା ଦୂର ମଧ୍ୟ ହୋଇଯିବ।

Swagatika

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

37 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

59 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago