କାହିଁକି ଆପଣଙ୍କ ମୁହଁରୁ ବାହାରିଥାଏ ଦୁର୍ଗନ୍ଧ, ଜାଣି ରଖନ୍ତୁ ଏହି ୪ଟି କାରଣ

ମୁହଁରୁ ଦୁର୍ଗନ୍ଧ ଆସିଲେ, କେହି ବି ଆପଣଙ୍କ ସହ ବସିବାକୁ ଏବଂ କଥା ହେବାକୁ ପସନ୍ଦ କରିବେନି। ଏହା ଏମିତି ଏକ ସ୍ଥିତି, ଯେଉଁଥିରେ ଆପଣଙ୍କୁ ବାରମ୍ବାର ଲଜ୍ଜାବୋଧ କରିବାକୁ ପଡ଼ିଥାଏ। ଏଥିପାଇଁ ଆପଣଙ୍କ ଖାଦ୍ୟପେୟ ଛଡ଼ା କିଛି ରୋଗ ମଧ୍ୟ ଦାୟୀ ହୋଇଥାଏ। କିନ୍ତୁ ଏହା କୌଣସି ବି ଗମ୍ଭୀର ସମସ୍ୟା ନୁହେଁ। ଆପଣ ଏଥିରୁ ସହଜରେ ମୁକ୍ତି ପାଇପାରିବେ।

ଆପଣ ବ୍ୟକ୍ତିତ୍ୱ ଯେତେ ବି ଉଚ୍ଚ ଥାଉ କିମ୍ବା ଆପଣ ଯେତେ ବି ଭଲ କପଡ଼ା ପିନ୍ଧିଥାଆନ୍ତୁ, ଯଦି ଆପଣଙ୍କ ମୁଖ ଦୁର୍ଗନ୍ଧ ହେଲା, ତା’ହେଲେ ବହୁତ ଲଜ୍ଜାଜନକ ବିଷୟ ହୋଇଥାଏ। ଏହାଦ୍ୱାରା ଆପଣଙ୍କର ସବୁ ପଇସା ପାଣିରେ ପଡ଼ିଯିବ। ଆସନ୍ତୁ ଜାଣିବା, କେଉଁ କେଉଁ କାରଣରୁ ହୋଇଥାଏ ମୁଖ ଦୁର୍ଗନ୍ଧ।

ଏହାସହ ପଢ଼ନ୍ତୁ: ବିବାହ ପରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଆସିପାରେ ତିକ୍ତତା

ଏହାସହ ପଢ଼ନ୍ତୁ: ଜାଣନ୍ତୁ କଞ୍ଚା ଅଣ୍ଡାର ଚମତ୍କାରୀ ଫାଇଦା

୧. କୋଷ୍ଠକାଠିନ୍ୟ ଯୋଗୁ ମୁହଁରୁ ଦୁର୍ଗନ୍ଧ ଜାତ ହୋଇଥାଏ।

୨. ଯଦି ପେଟରେ କୌଣସି ଘା’ ରହିଛି, ତା’ହେଲେ ମୁଖ ଦୁର୍ଗନ୍ଧ ହୋଇଥାଏ।

୩. ମିଟ୍‌ ମଦ ପିଇବା ପରେ ବି ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।

୪. ଦାନ୍ତ ପୋକ କାଟିବା, ପାୟରିଆ କିମ୍ବା ଅନ୍ୟ ଯେକୌଣସି ସମସ୍ୟା ଦାନ୍ତରେ ଥିଲେ ମୁଖ ଦୁର୍ଗନ୍ଧ ହୋଇଥାଏ।

Roshni

Recent Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

15 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

28 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

46 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

52 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

58 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

1 hour ago