ଲାଇଫ୍ ଷ୍ଟାଇଲ୍

ଖାଦ୍ୟ ଖାଇବା ସମୟରେ କି ଏହିି ଛୋଟିଆ ଭୁଲ, ତାହେଲେ ଜାଣନ୍ତୁ ମୃତ୍ୟୁ ଆସି ଛିଡା ହେବ ପାଖରେ

ବାସ୍ତୁ ଶାସ୍ତ୍ରରେ ଘର, ଅଫିସ, ଫ୍ୟାକ୍ଟ୍ରି ଏବଂ ପାର୍କ ଭଳି ସମସ୍ତ ନିର୍ମାଣ କାର୍ଯ୍ୟ ପାଇଁ ଉଚିତ ଦିଶା ଏବଂ ଅନେକ ନିୟମ ବିଷୟରେ କୁହାଯାଇଛି। ଏହାବ୍ୟତୀତ ଆମର ଦୈନ୍ୟନ୍ଦିନ କାମ ପାଇଁ ମଧ୍ୟ ଜରୁରୀ ନିୟମ କୁହାଯାଇଛି ଯାହାଦ୍ୱାରା ସୁଖଦ, ସଫଳ ଏବଂ ଭଲ ଜୀବନ ଜିଇଁହେବ। ବାସ୍ତୁ ଶାସ୍ତ୍ରରେ ଅନ୍ନ ଭଣ୍ଡାର ଠାରୁ ନେଇ ଭୋଜନ ବନାଇବା ଏବଂ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ସବୁ ବିଷୟରେ ମାର୍ଗଦର୍ଶନ ଦିଆଯାଇଛି। ତେଣୁ ଏହି ନିୟମକୁ ଅଣଦେଖା କରିବା ଦ୍ୱାରା ଜୀବନରେ ଅନେକ ବଡ ସମସ୍ୟା ଆସିଥାଏ।

ବାସ୍ତୁ ଶାସ୍ତ୍ର ମୁତାବକ ସବୁବେଳେ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ମୁହଁ କରି ଭୋଜନ କରିବା ଉଚିତ। ଏହାଦ୍ୱାରା ବ୍ୟକ୍ତିଙ୍କ ବୟସ ମଧ୍ୟ ବଢ଼ିଥାଏ। ପାଚନ ଶକ୍ତି ଭଲ ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହିଥାଏ।
ସେହିପରି ଦକ୍ଷିଣ ଦିଗ ଆଡକୁ ମୁହଁ କରି ଭୋଜନ କରିବା ଦ୍ୱାରା ଜାଣନ୍ତୁ ଯେ ଆପଣ ନିଜ ହାତରେ ହିଁ ନିଜ ବୟସ କମ୍‌ କରୁଛନ୍ତି। ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ କୁହାଯାଏ। ଏଥିପାଇଁ ଏହି ଦିଗରେ ମୁହଁ କରି ଭୋଜନ କରିବା ଅନେକ ସମସ୍ୟାର କାରଣ ସାଜିଥାଏ।

ଏମିତି ଲୋକ ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି କିମ୍ବା ଏମିତି କିଛି କାମ କରୁଛନ୍ତି ଯାହାଦ୍ୱାରା ବ୍ରେନକୁ ଅଧିକ ବ୍ୟବହାର କରିବାକୁ ପଡୁଥାଏ, ସେମାନେ ପଶ୍ଚିମ ଦିଗ ଆଡକୁ ମୁହଁ କରି ଭୋଜନ କରିବା ଉଚିତ। ଯେମିତିକି ଲେଖକ, ଶିକ୍ଷକ, ବୈଜ୍ଞାନିକ ଆଦି ପେଶାରେ ଥିବା ଲୋକମାନେ।

କ୍ୟାରିୟରର ଆରମ୍ଭ କରିଥିବା ଏବଂ କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତିରେ ଥିବା ଲୋକ ଏବଂ ଛାତ୍ରଙ୍କୁ ଉତ୍ତର ଦିଗ ଆଡକୁ ମୁହଁ କରି ଭୋଜନ କରିବା ଉଚିତ। ଏହି ଦିଗ ଆଡକୁ ମୁହଁ କରିବା ଦ୍ୱାରା ଜ୍ଞାନ ବଢ଼ିଥାଏ।
ବାସ୍ତୁ ଶାସ୍ତ୍ର ମୁତାବକ ଘରେ ଡାଇନିଙ୍ଗ ହଲ୍‌ ପାଇଁ ପଶ୍ଚିମ ଦିଗ ସବୁଠାରୁ ଭଲ ବୋଲି କୁହାଯାଏ। ଯଦି ସମ୍ଭବ ହେଉଛି ତାହେଲେ ପୂର୍ବ ଦିଗରେ ଡାଇନିଙ୍ଗ ଟେବୁଲ ମଧ୍ୟ ରଖିପାରିବେ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

18 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago