ଭୁଲରେ ମଧ୍ୟ ସରସ୍ବତୀ ପୂଜାରେ କରନ୍ତୁ ନାହିଁ ଏହି ୫ଟି କାମ , ହୋଇଥାଏ ଅଶୁଭ

ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ଆସନ୍ତା ୧୦ ଫେବୃଆରୀ ୨୦୧୯ ଦିନ ପଡୁଛି । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ମା’ସରସ୍ବତୀଙ୍କ ପୂଜା ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥରେ ଏମିତି ମାନ୍ଯତା ରହିଛି କି ଏହି ଦିନ ଶବ୍ଦର ଶକ୍ତି ମନୁଷ୍ଯ ଜୀବନରେ ଆସିଥିଲା । ପୁରାଣରେ ଲେଖା ଅଛି ସୃଷ୍ଟିକୁ ବାଣି ଦେବା ପାଇଁ ବ୍ରହ୍ମା ପ୍ରଭୁ କମଂଡଲରୁ ଜଳ ଆଣି ଚାରୀ ଦିଗରେ ଛିଞ୍ଚିଦେଇଥିଲେ । ଏହି ଜଳରେ ହାତରେ ବୀଣା ଧାରଣ କରି ଯେଉଁ ଶକ୍ତି ପ୍ରକଟ ହୋଇଥିଲେ ସେ ଥିଲେ ମା’ସରସ୍ବତୀ । ତାଙ୍କ ବୀଣାର ତାର ଛିଡିବା କ୍ଷଣି ହିଁ ତିନି ଲୋକର ଉର୍ଜାର ସଞ୍ଚାର ହୋଇଥିଲା ଏବଂ ସମସ୍ତଙ୍କୁ ଶବ୍ଦର ବାଣୀ ମିଳିଥିଲା । ସେହି ଦିନ ବସନ୍ତ ପଞ୍ଚମୀ ଥିଲା ଏଥିପାଇଁ ବସନ୍ତ ପଞ୍ଚମୀକୁ ସରସ୍ବତୀ ପୂଜା ଭାବେ ପାଳନ କରାଯାଇଥାଏ ।

ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଦିନ ବହୁ ନିୟମ କୁହାଯାଇଛି ଯାହାର ପାଳନ କରିବା ଦ୍ବାରା ମା’ସରସ୍ବତୀ ପ୍ରସନ୍ନ ହୋଇଥାନ୍ତି । ବସନ୍ତ ପଞ୍ଚମୀ ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଦରକାର ଏବଂ ମା ସରସ୍ବତୀଙ୍କୁ ହଳଦିଆ ଏବଂ ଧଳା ରଙ୍ଗର ଫୁଲ ଦେବା ଉଚିତ୍ । ଏହା ଧରାଯାଏ କି ବସନ୍ତ ପଞ୍ଚମୀ ଦିନ ଯଦି ଶାସ୍ତ୍ରରେ କୁହାଯାଇଥିବା ନିୟମକୁ ପାଳନ କରାନଯାଏ ତେବେ ମା’ ସରସ୍ବତୀ ପ୍ରସନ୍ନ ହୋଇନଥାନ୍ତି । ଜାଣନ୍ତୁ କ’ଣ ସେହି ନିୟମ ।

ବସନ୍ତ ପଞ୍ଚମୀ କିମ୍ବା ସରସ୍ବତୀ ପୂଜା ଦିନ ଏହି ୫ଟି ଭୂଲ କରନ୍ତୁ ନାହିଁ :

ଶୁଭ ଅବସରରେ କଳା କପଡା ପିନ୍ଧିବା ଶାସ୍ତ୍ରରେ ବର୍ଜନ କରାଯାଇଛି । ଏଥିପାଇଁ ସରସ୍ବତୀଙ୍କ ପୂଜା ଦିନ କଳା ରଙ୍ଗର କପଡା ପିନ୍ଧନ୍ତୁ ନାହିଁ ।

ସରସ୍ବତୀ ପୂଜା ଦିନ ସାତ୍ତ୍ବିକ ଭୋଜନ ଆହରଣ କରନ୍ତୁ । ଏହି ଦିନ ମାଂସ-ମଦ ଆଦି ସେବନ କରନ୍ତୁ ନାହିଁ ।

ଏହି ଦିନ ଗଛ ଲତା ଆଦିକୁ କାଟନ୍ତୁ ନାହିଁ ।

ଏହି ସରସ୍ବତୀ ପୂଜା ଦିନ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧାର ସହ କଥାବର୍ତ୍ତା କରିବା ଉଚିତ୍ । ଏହି ଦିନ କାହା ସହ ବାଦ ବିବାଦ କିମ୍ବା କ୍ରୋଦ୍ଧ କରିବା ଉଚିତ୍ ନୁହେଁ ।

ସରସ୍ବତୀ ପୂଜା ଦିନ ସକାଳୁ ସ୍ନାନ କରିବା ଜରୁରୀ ଅଟେ । ନଗାଧୋଇ କିଛି ବି ଖାଇବା ଉଚିତ୍ ନୂହେଁ । ମା’ଙ୍କ ପୂଜା କରିସାରିବା ପରେ ହିଁ ଖାଦ୍ଯ ଖାଆନ୍ତୁ ।

Sonalisa

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 min ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

12 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

40 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

59 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago