ଲାଇଫ୍ ଷ୍ଟାଇଲ୍

ମୂଳରୁ ସମାପ୍ତ ହେବ କୋଷ୍ଠକାଠିନ୍ୟ ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଆପଣଙ୍କ ପେଟ ଭଲ ଭାବେ ସଫା ହୋଇନଥିବା ଆପଣ ଅନୁଭବ କରିଥିଲେ। ଏଥିପାଇଁ ପୁରା ଦିନ ଆପଣଙ୍କୁ ଭଲ ଲାଗିନଥାଏ। ମନ ମଧ୍ୟ ଅଶାନ୍ତ ରହେ। ଯଦି ଏଭଳି ସମସ୍ୟା ଆପଣ ପ୍ରତିଦିନ ସାମ୍ନା କରୁଛନ୍ତି କି ? କୋଷ୍ଠକାଠିନ୍ୟ ରହିଲେ ଆପଣ ବିନା କିଛି ନ ଖାଇଲେ ମଧ୍ୟ ପେଟ ଭାରି ଭାରି ଲାଗିଥାଏ। କେବେ କେବେ ପେଟ ଫୁଲିବା ସହ ଗ୍ୟାସ ସମସ୍ୟା ଲାଗି ରହିଥାଏ। ଆମେ ଆପଣଙ୍କୁ ଏପରି କିଛି ଉପାୟ ଜଣାଇବୁ, ଯାହା ସାହାଯ୍ୟରେ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ସଂପୂର୍ଣ୍ଣ ମୁକ୍ତି ପାଇବେ।

– ଯଦି ଆପଣ ପ୍ରତିଦିନ ସକାଳେ ଜିରା ଏବଂ ଜୁଆଣି ପାଣି ପିଅନ୍ତି ତେବେ ପୁରୁଣା ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ। ଜିରା ଏବଂ ଜୁଆଣି ପାଣି ପେଟ ପାଇଁ ବେଶ ଉପକାରୀ। ଏହାଦ୍ୱାରା ଶରୀରର ମେଟାବଲୋଜିମ ବଢିବା ସହିତ ପାଚନ ଶକ୍ତି ମଜବୁତ ହୋଇଥାଏ।

– ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ହୋଇଥାଏ ତେବେ ଦଶ ଗ୍ରାମ ଜୁଆଣି, ଦଶ ଗ୍ରାମ ତ୍ରିଫଳା ଏବଂ ଦଶ ଗ୍ରାମ ସୈନ୍ଧବ ଲବଣ ମିଶାଇ ଚୂର୍ଣ୍ଣ କରିଦିଅନ୍ତୁ। ଏହି ଚୂର୍ଣ୍ଣକୁ ପ୍ରତିଦିନ ତିନି ଗ୍ରାମ କିମ୍ବା ପାଞ୍ଚ ଗ୍ରାମ ଅଳ୍ପ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଆପଣଙ୍କୁ ବହୁତ ଜଲଦି ଆରାମ ମିଳିବ।

– ପ୍ରତିଦିନ ସକାଳୁ ଉଠିବା ପରେ ଗୋଟେ ସେଓ ନିଶ୍ଚିତ ଖାଆନ୍ତୁ। ସେଓ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହିତ ପେଟ ସଫା ହୋଇଥାଏ। ସେଓରେ ଥିବା ଫାଇବର ଶରୀର ପାଇଁ ଫାଇଦାଯୁକ୍ତ ହୋଇଥାଏ।

Swagatika

Recent Posts

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

4 mins ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

8 mins ago

ରାତିସାରା ପାଣିରେ ଭିଜାଇ ଖାଆନ୍ତୁ ଏହିସବୁ ଡ୍ରାଏ ଫ୍ରୁଟସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖାଦ୍ୟରେ ଡ୍ରାଏ ଫ୍ରୁଟସ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । ଆପଣ ଏହା ମଧ୍ୟ ଜାଣିବା…

18 mins ago

ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍…

43 mins ago

ମହାବିନାୟକ ମନ୍ଦିରରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ, ପର୍ବରେ ସାମିଲ ହେଲେ ଶହ ଶହ ଭକ୍ତ

ଯାଯପୁର(କେନ୍ୟୁଜ): ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଶେଷ ହୋଇଛି । ପାଲିଙ୍କି ଉପରେ ବସି…

44 mins ago

ଝାଡ଼ଖଣ୍ଡ: ଘରୁ ମିଳିଥିଲା ଟଙ୍କାର ପାହାଡ଼, ଜେଲ୍‌ରେ ଥିବା ମନ୍ତ୍ରୀ ଆଲମଗିର ଆଲମ୍ ପଦରୁ ଦେଲେ ଇସ୍ତଫା

ପଦରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି)ର ନେତା ଆଲମଗିର ଆଲମ…

47 mins ago