ଜାଣନ୍ତୁ କାର୍ଯ୍ୟରତ ଦମ୍ପତି କିପରି ରଖିପାରିବେ ବୈବାହିକ ଜୀବନକୁ ସୁଖମୟ

ପରିବର୍ତ୍ତନଶୀଳ ସମୟରେ ଉଭୟ ପୁରୁଷ ଏବଂ ମହିଳାମାନଙ୍କର ଭୂମିକା ମଧ୍ୟ ବଦଳିବାରେ ଲାଗିଛି। ବର୍ତ୍ତମାନ ଅଧିକାଂଶ ମହିଳାମାନେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥାନ୍ତି। ଏଭଳି ଅନେକ ଦମ୍ପତି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଅଧିକାଂଶ ସମୟରେ ତାଙ୍କର ପ୍ରଫେସନାଲ ଲାଇଫରେ ଏହାର ପ୍ରଭାବ ପଡିଥାଏ। ଏହି କାରଣରୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯଦି ଦମ୍ପତି ଦୁଇଜଣ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ତେବେ ଜାଣନ୍ତୁ ନିଜ ଜୀବନକୁ କିପରି ମ୍ୟାନେଜ କରିବେ।

ପ୍ରଥମେ ଦୁଇଜଣ ପାର୍ଟନରଙ୍କୁ ବୁଝିବାକୁ ପଡ଼ିବ କି ପୁଅ ହେବାର ଅର୍ଥ ନୁହେଁ ଆପଣ ଘରର କୌଣସି କାମ କରିପାରିବେ ନାହିଁ, ଏବଂ ଆପଣ ମହିଳା ହେବା କାରଣରୁ ବାହାର କାମ କରିପାରିବେ ନାହିଁ। ପ୍ରଥମେ ଦୁଇଜଣ କାମକୁ ଠିକ ଭାବେ ଦେଖିବା ପରେ ଯାହା ସେହି ସମୟରେ ଠିକ ଲାଗିବ ତାହା ସମ୍ପୂର୍ଣ୍ଣ କରିବାରେ ପରସ୍ପରକୁ ସାହାଯ୍ୟ କରିବା ଉଚିତ। ଏହା ଦ୍ବାରା ଘର କାମ ମିଳିମିଶି କରିଲେ କାମ ଜଲଦି ହୋଇଥାଏ ଏବଂ ଆପଣଙ୍କର କଷ୍ଟ ମଧ୍ୟ ଦୂର ହୋଇଥାଏ।

ଯଦି ଆପଣ ଦୁଇ ପାର୍ଟନର ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା ପରେ ସପ୍ତାହର ଛୁଟି ଦିନରେ ଘର କାମ କରିଥାନ୍ତି ବା ବିଶ୍ରାମ କରିଥାନ୍ତି ତେବେ ଏପରି କରିବା ଅନୁଚିତ। ଏହି ଛୁଟି ଦିନରେ କେବଳ ନିଜର ପାର୍ଟନରଙ୍କୁ ସମୟ ଦିଅନ୍ତୁ। ଯଦି ସମ୍ଭବ ହୋଇପାରେ ତେବେ କୌଣସି ଏକ ଛୋଟ ଟ୍ରିପ୍ ପ୍ଲାନ କରି ବୁଲିବାକୁ ଯାଆନ୍ତୁ। ଏପରି କରିବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖୀ ହୋଇଥାଏ।

ଯଦି ଆପଣ ଦୁଇ ଜଣ କାମ କରିବା ପରେ ମଧ୍ୟ ମାତା-ପିତା ହୋଇଥାନ୍ତି ତେବେ ଆପଣଙ୍କର ଦାୟିତ୍ବ ମଧ୍ଯ ଆହୁରି ବଢିଯାଇଥାଏ। ଏହା ଦ୍ବାରା ଆପଣ ନିଜ ଜୀବନ ଠିକ ଭାବେ ମ୍ୟାନେଜ କରିବା ଉଚିତ କାରଣ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିପାରେ। ଆପଣ ଦୁଇଜଣ ଅଫିସରୁ ଆସିବା ପରେ ମଧ୍ୟ ପିଲାମାନଙ୍କ ସହ ସମୟ ବିତାଇବା ଉଚିତ।
ଯଦି ଆପଣ ଦୁଇଜଣ ନିଜ ନିଜ ଅଫିସ କାମରେ ବ୍ୟସ୍ତ ରହିଥାନ୍ତି ତେବେ ନିଜର ପର୍ସନାଲ ଲାଇଫ୍ ଏବଂ ପ୍ରଫେସନାଲ ଲାଇଫ୍ କୁ ଅଲଗା ରଖନ୍ତୁ। ଏହା ବ୍ୟତୀତ ଘରେ ପରିବାର ସଦସ୍ୟଙ୍କ ସହିତ ରହିବା ସମୟରେ ଅଫିସ କାମକୁ ନେଇ ବ୍ୟସ୍ତ ରହିବା ଅନୁଚିତ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

59 seconds ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

16 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

28 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

29 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago