ଲାଇଫ୍ ଷ୍ଟାଇଲ୍

ଓଜନ କମ କରିବା ପାଇଁ ଏହି ଜିନିଷକୁ ଏକ ସାଥୀରେ କରନ୍ତୁ ସେବନ, ବହୁତ ଜଲଦି ଆପଣ ଦେଖାଯିବେ ସ୍ଲିମ

ଓଜନ ହ୍ରାସ କରିବା ପାଇଁ ଲୋକେ ପ୍ରାୟତଃ ଖାଇବା ପିଇବା ଛାଡ଼ି ଦେଇଥାନ୍ତି। କିନ୍ତୁ ଏହା ହୁଏତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକେଇପାରେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଫୁଡ କମ୍ବିନେଶନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଏକ ସାଥୀରେ ଖାଇଲେ ଆପଣଙ୍କ ଓଜନ କମ ହୋଇଯାଇପାରେ। ଆସନ୍ତୁ ଜାଣିବା ଏହି ଫୁଡ କମ୍ବିନେଶନ ବିଷୟରେ।

୧. ଲେମ୍ବୁ ରସ ଓ ଗରମ ପାଣି: ହାଲୁକା ଗରମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଇଲେ ଫାଇଦା ମିଳିପାରିବ। ପ୍ରତିଦିନ ଏହାକୁ ସେବନ କଲେ ଆପଣଙ୍କ ଓଜନ କଣ୍ଟ୍ରୋଲରେ ରହିବ।

୨. ଲେମନ ଓ ଗ୍ରୀନ ଟି: ଏହି ଡ୍ରିଙ୍କ ବହୁତ ଜଲଦି କ୍ୟାଲୋରୀ ହ୍ରାସ କରିଥାଏ। ଖୁବ କମ ସମୟ ଭିତରେ କେତେ କିଲୋ ଓଜନ ହ୍ରାସ କରିଦେଇଥାଏ। ଏହାକୁ ଅଧିକ ଫାଇଦାଯୁକ୍ତ କରିବା ପାଇଁ ଆପଣ ଏଥିରେ ଭିଟାମିନ ସିରେ ଭରପୂର ଲେମ୍ବୁ ରସ ପକାଇ ପାରିବେ।

୩. ଅଣ୍ଡା ଓ ପାଳଙ୍ଗ: ଓଜନ କମ କରିବା ପାଇଁ ଅଣ୍ଡା ଓ ପାଳଙ୍ଗ ମଧ୍ୟ ବେଶ ଲାଭଦାୟକ ହୋଇଥାଏ। ଆପଣ ଓଜନ କମ କରିବାକୁ ଚାହୁଁଥିଲେ ଆମଲେଟରେ ପାଳଙ୍ଗ ସାମିଲ କରନ୍ତୁ।

୪. ସେଓ ଓ ପିନଟ ବଟର: ସେଓ ଓ ପିନଟ ବଟର ଏକ କ୍ଲାସିକ ୱେଟ ଲସ ଫ୍ରେଣ୍ଡଲି ଫୁଡ ଭାବେ ଜଣାଯାଇଥାଏ। ପିନଟ ବଟରରେ ମନୋସ୍ୟାଚୁରେଟେଡ ଏବଂ ପଲିସ୍ୟାଚୁରେଟେଡ ଫ୍ୟାଟ ରହିଥାଏ, ଯାହାକି ଲମ୍ବା ସମୟ ପର୍ଯ୍ୟନ୍ତ ଭୋକକୁ ରୋକି ଦେଇଥାଏ। ଇନସୁଲିନ ମେଟାବଲିଜମକୁ ବଢ଼ିଆ ରଖିଥାଏ। ସେଓ ସହିତ ପିନଟ ବଟର ଖାଇବା ଦ୍ୱାରା ଓଜନ ଜଲଦି ହ୍ରାସ ପାଇଯାଇଥାଏ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

22 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

40 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

49 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago