ଏମିତି ଏକ ଅଭୁଷଣ ଯାହା ପାଇଁ ଆପଣ ଅଭିନେତ୍ରୀଙ୍କ ଭଳି ଯିବେ ଦେଖା

ମହିଳାଙ୍କର ସବୁ ଆଭୁଷଣ ତାଙ୍କର ଷ୍ଟାଇଲ ଷ୍ଟେଟମେଣ୍ଟକୁ ବଢ଼ାଇଥାଏ। ଏଥିପାଇଁ ମହିଳାଙ୍କୁ ସବୁ ଜିନିଷରେ ପରିବର୍ତ୍ତନ କରିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଯାହା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଇୟରିଂ, ଯାହା ସାଧାରଣ ମହିଳାଙ୍କ ସହିତ ବଲିଉଡ୍ ଅଭିନେତ୍ରୀମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଇୟରିଂ କଲେକସନ ନେଇ ଆସିଛୁ। ଯାହାକୁ ଆପଣାଇ ଆପଣ ମଧ୍ୟ ବଲିଉଡ ସୁନ୍ଦରୀ ମାନଙ୍କ ଭଳି ଦେଖାଯିବେ। ଆସନ୍ତୁ ଜାଣିବା ଇୟରିଂ କଲେକସନର କିଛି ଟ୍ରେଣ୍ଡି ଡିଜାଇନର ଆଇଡିଆ ବିଷୟରେ।

ଗୋଲ୍ଡେନ ଭାରି ଝୁମୁକା

ଏହାକୁ ଆପଣ ଏଥିନିକ ଡ୍ରେସ ଏବଂ ଲେହେଙ୍ଗା ସହିତ ପିନ୍ଧି ପାରିବେ ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଲୁକ ଦେଇଥାଏ।

ଓଭରସାଇଜ ଇୟରିଂ

ଆପଣ ଏହାକୁ ମଧ୍ୟ ଟ୍ରାଏ କରିପାରିବେ ଯାହା ଆପଣ ଟ୍ରାଡିସନାଲ ଡ୍ରେସ ସହିତ ପିନ୍ଧିଲେ ବହୁତ ସୁନ୍ଦର ଲାଗିବେ।

ସ୍ଟେଟମେଣ୍ଟ ଇୟରିଂ

ଏହି ଇୟରିଂ ବହୁତ ଟ୍ରେଣ୍ଡି ଅଟେ ଯାହାକୁ ଆପଣ ଇଣ୍ଡୋ ୱେଷ୍ଟର୍ଣ୍ଣ ଆଉଟଫିଟ ସହିତ କିମ୍ବା ଶାଢ଼ୀ ସହିତ ପିନ୍ଧି ପାରିବେ।

ରୋୟାଲ ଇୟରିଂ

କୌଣସି ଫଙ୍କସନ କିମ୍ବା ବିବାହରେ ଶାଢ଼ୀ ସହିତ ଚୌକର ସ୍ଟାଇଲ ନେକଲେସ ପିନ୍ଧୁଛନ୍ତି ତେବେ ଏହିଭଳି ବ୍ରାଇଟ ଗୋଲ୍ଡେନ ଇୟରିଂ ପସନ୍ଦ କରନ୍ତି ଯାହା ଆପଣଙ୍କୁ ରୋୟାଲ ଲୁକ ଦେଇଥାଏ।

ଥ୍ରେଡ ୱାର୍କ ଇୟରିଂ


ଆପଣ ୱେଷ୍ଟେର୍ଣ୍ଣ କିମ୍ବା ଟ୍ରାଡିସନାଲ, ସମସ୍ତ ଲୁକ ସହିତ ଥ୍ରେଡ ଇୟରିଂ ପିନ୍ଧି ପାରିବେ ଯାହା ଆପଙ୍କୁ ମଡର୍ଣ୍ଣ ଲୁକ ଦେଇଥାଏ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

16 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

19 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

23 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

36 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

52 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago