ଏମିତି ଏକ ଅଭୁଷଣ ଯାହା ପାଇଁ ଆପଣ ଅଭିନେତ୍ରୀଙ୍କ ଭଳି ଯିବେ ଦେଖା

ମହିଳାଙ୍କର ସବୁ ଆଭୁଷଣ ତାଙ୍କର ଷ୍ଟାଇଲ ଷ୍ଟେଟମେଣ୍ଟକୁ ବଢ଼ାଇଥାଏ। ଏଥିପାଇଁ ମହିଳାଙ୍କୁ ସବୁ ଜିନିଷରେ ପରିବର୍ତ୍ତନ କରିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଯାହା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଇୟରିଂ, ଯାହା ସାଧାରଣ ମହିଳାଙ୍କ ସହିତ ବଲିଉଡ୍ ଅଭିନେତ୍ରୀମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଇୟରିଂ କଲେକସନ ନେଇ ଆସିଛୁ। ଯାହାକୁ ଆପଣାଇ ଆପଣ ମଧ୍ୟ ବଲିଉଡ ସୁନ୍ଦରୀ ମାନଙ୍କ ଭଳି ଦେଖାଯିବେ। ଆସନ୍ତୁ ଜାଣିବା ଇୟରିଂ କଲେକସନର କିଛି ଟ୍ରେଣ୍ଡି ଡିଜାଇନର ଆଇଡିଆ ବିଷୟରେ।

ଗୋଲ୍ଡେନ ଭାରି ଝୁମୁକା

Pearl-Jhumkasଏହାକୁ ଆପଣ ଏଥିନିକ ଡ୍ରେସ ଏବଂ ଲେହେଙ୍ଗା ସହିତ ପିନ୍ଧି ପାରିବେ ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଲୁକ ଦେଇଥାଏ।

ଓଭରସାଇଜ ଇୟରିଂ

ଆପଣ ଏହାକୁ ମଧ୍ୟ ଟ୍ରାଏ କରିପାରିବେ ଯାହା ଆପଣ ଟ୍ରାଡିସନାଲ ଡ୍ରେସ ସହିତ ପିନ୍ଧିଲେ ବହୁତ ସୁନ୍ଦର ଲାଗିବେ।

earings

ସ୍ଟେଟମେଣ୍ଟ ଇୟରିଂ

ଏହି ଇୟରିଂ ବହୁତ ଟ୍ରେଣ୍ଡି ଅଟେ ଯାହାକୁ ଆପଣ ଇଣ୍ଡୋ ୱେଷ୍ଟର୍ଣ୍ଣ ଆଉଟଫିଟ ସହିତ କିମ୍ବା ଶାଢ଼ୀ ସହିତ ପିନ୍ଧି ପାରିବେ।

ରୋୟାଲ ଇୟରିଂ

carving-stone-earring-500x500କୌଣସି ଫଙ୍କସନ କିମ୍ବା ବିବାହରେ ଶାଢ଼ୀ ସହିତ ଚୌକର ସ୍ଟାଇଲ ନେକଲେସ ପିନ୍ଧୁଛନ୍ତି ତେବେ ଏହିଭଳି ବ୍ରାଇଟ ଗୋଲ୍ଡେନ ଇୟରିଂ ପସନ୍ଦ କରନ୍ତି ଯାହା ଆପଣଙ୍କୁ ରୋୟାଲ ଲୁକ ଦେଇଥାଏ।

ଥ୍ରେଡ ୱାର୍କ ଇୟରିଂ

Light_blue_and_Dark_blue_Silk_thread_earrings_grande
ଆପଣ ୱେଷ୍ଟେର୍ଣ୍ଣ କିମ୍ବା ଟ୍ରାଡିସନାଲ, ସମସ୍ତ ଲୁକ ସହିତ ଥ୍ରେଡ ଇୟରିଂ ପିନ୍ଧି ପାରିବେ ଯାହା ଆପଙ୍କୁ ମଡର୍ଣ୍ଣ ଲୁକ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.