କେବଳ ଷ୍ଟାଇଲ୍ ନୁହେଁ ନିଜ ସୁରକ୍ଷା ପାଇଁ ମଧ୍ୟ ଜବରଦସ୍ତ ଏହି କାନଫୁଲ, ଜାଣନ୍ତୁ କେମିତି
ଝିଅମାନଙ୍କୁ ସର୍ବଦା ନିଜର ସୁରକ୍ଷା ପାଇଁ ସଜାଗ ରହିବା ଆବଶ୍ୟକ। ଏପରି ପ୍ରତ୍ୟେକ ମା’-ବାପା କହିଥାନ୍ତି। କିନ୍ତୁ କିଛି ମା’-ବାପାମାନେ ମଧ୍ୟ ନିଜ ଝିଅଙ୍କୁ ଅଧିକ ବେଶଭୂଷା ହେବା ପାଇଁ ମନା କରିଥାନ୍ତି କାରଣ ସୋମନଙ୍କ କହିବା କଥା ଦୁନିଆରେ ଏ ପରି ଅସାମାଜିକ ବ୍ୟକ୍ତି ଅଛନ୍ତି, ଯାହାର ନଜର…