ଶନି ଦୋଷ ଦୂର କରିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

ଆଜି ଶନିବାର କର୍ମଫଳଦାତା ଶନିଦେବଙ୍କୁ ସର୍ମପିତ କରାଯାଏ। ଶନିଦେବ ବ୍ୟକ୍ତିଙ୍କର କର୍ମ ଅନୁଯାୟୀ ତାଙ୍କୁ ଫଳ ଦିଅନ୍ତି। କୁହାଯାଏ ଯେ ଯେଉଁ ଲୋକଙ୍କ ଉପରେ ଶନିଦେବଙ୍କ ବକ୍ରଦ୍ରୁଷ୍ଟି ପଡେ ତାଙ୍କୁ ଜୀବନରେ ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏମିତିରେ ବହୁତ ଜରୁରୀ ହୋଇଥାଏ ଆପଣଙ୍କ ଉପରେ ଶନିଦେବଙ୍କ କ୍ରୁପା ନିହାତି ରହିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି କିଛି ଉପାୟ ଜଣାଇବୁ ଯାହା ସାହାଯ୍ୟରେ ଶନିଦେବଙ୍କ ଦୋଷକୁ ଦୂର କରାଯାଇପାରିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଶିବଙ୍କର ଉପାସନା

ଶନିଦେବଙ୍କ ଦୋଷ ଦୂର କରିବା ପାଇଁ କିମ୍ବା ତାଙ୍କ କ୍ରୁପାା ପାଇବା ପାଇଁ ଶିବ ଉପାସନା ଏକ ସିଦ୍ଧ ଉପାୟ। ନିୟମାପୂର୍ବକ ଶିବ ସହସ୍ରନାମ କିମ୍ବା ଶିବ ପଞ୍ଚାକ୍ଷରୀ ମନ୍ତ୍ରର ପାଠ କରିବା ଦ୍ୱାରା ଶନିଙ୍କର ପ୍ରକୋପର ଭୟ ରହିଥାଏ ଏବଂ ସବୁ ବାଧା ଦୂର ହୋଇଥାଏ। ଏହି ଉପାୟ ଦ୍ୱାରା ଶନି ଦେବଙ୍କର ବକ୍ର ଦ୍ରୁଷ୍ଟିରୁ ନକରାତ୍ମକ ପରିଣାମ ସମାପ୍ତ ହୋଇଯାଇଥାଏ।

ମାତା-ପିତାଙ୍କ ସମ୍ମାନ ଏବଂ ତାଙ୍କ ସେମାନଙ୍କ ସେବା କରନ୍ତୁ

ଶନିଦେବଙ୍କ କ୍ରୁପା ପାଇବା ପାଇଁ ନିଜ ମାତାଙ୍କ ସମ୍ମାନ ଏବଂ ତାଙ୍କ ସେବା କରନ୍ତୁ। ଯଦି ଆପଣ ନିଜ ମାତା ପିତାଙ୍କ ଠାରୁ ଦୂରରେ ରହୁଛନ୍ତି ତେବେ ତାଙ୍କୁ ପ୍ରତ୍ୟେକ ଦିନ ଫୋନ ଯୋଗେ କିମ୍ବା ମନରେ ପ୍ରତିଦିନ ପ୍ରଣାମ କରନ୍ତୁ।

ହନୁମାନଙ୍କ କରନ୍ତୁ ପୂଜା

ହନୁମାନଙ୍କର ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ନିୟମିତ ରୂପରେ ହନୁମାନ ଚାଳିସା ପାଠ କରନ୍ତୁ। ଏମିତି କଲେ ଆପଣଙ୍କ ଉପରେ କେବେବି ଶନି ଦେବଙ୍କର ଖରାପ ପ୍ରଭାବ ପଡିବନାହିଁ। ହନୁମାନ ମନ୍ଦିର ଯାଇ ନିଜ କ୍ଷମତେ ଅନୁଯାୟୀ କିଛି ମିଠା ପ୍ରସାଦ ଚଢ଼ାନ୍ତୁ। ସୁନ୍ଦରକାଣ୍ଡର ପାଠ କରିବା ଦ୍ୱାରା ମଧ୍ୟ ବିଶେଷ ଲାଭ ମିଳିଥାଏ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago