ଲାଇଫ୍ ଷ୍ଟାଇଲ୍

ହାତରେ ଥିବା ଚର୍ବି ପାଇଁ ସ୍ଲିଭଲେସ୍‌ ବ୍ଲାଉଜ ପିନ୍ଧି ପାରୁନାହାଁନ୍ତି କି ? ଏହାର ଉପଚାର ପାଇଁ ପ୍ରତିଦିନ କରନ୍ତୁ ଏହି ଆସନ

ମହିଳା ମାନେ ସୁନ୍ଦର ଓ ଆକର୍ଷଣ ଦେଖାଯିବା ପାଇଁ ସ୍ଲିଭଲେସ୍‌ ବ୍ଲାଉଜ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ମହିଳାଙ୍କ ବାହୁ ମୋଟା ହୋଇଥିବାରୁ ଇଚ୍ଛା ଥିଲେ ମଧ୍ୟ ସ୍ଲିଭଲେସ୍‌ ବ୍ଲାଉଜ ପିନ୍ଧି ପାରନ୍ତି ନାହିଁ। ଯେପରି ପେଟର ଚର୍ବି ଥିଲେ ମହିଳା ମାନେ ଫିଟିଙ୍ଗ କପଡା ପିନ୍ଧି ପାରନ୍ତି ନାହିଁ ଠିକ୍‌ ସେହିଭଳି ବାହୁ ମୋଟା ହୋଇଥିଲେ ସ୍ଲିଭଲେସ୍‌ ବ୍ଲାଉଜ୍‌ ପିନ୍ଧିଲେ ଭଲ ଦେଖାଯାଏ ନାହିଁ। ମହିଳା ମାନେ ଏଥିପାଇଁ ଅନେକ ଚେଷ୍ଟା କରି ମଧ୍ୟ ନିଜ ବାହୁର ଚର୍ବିକୁ କମାଇ ପାରନ୍ତି ନାହିଁ। ଏଭଳି କିଛି ଏକ୍ସରସାଇଜ ରହିଛି ଯାହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ବାହୁରେ ଥିବା ଚର୍ବି ଧିରେ ଧିରେ କମିବାକୁ ଲାଗିବ। ଏହାର ଅନ୍ୟ ଏକ ମାଧ୍ୟମ ହେଉଛି ପ୍ରତିଦିନ ଯୋଗ କରିବା। ତେବେ ଆସନ୍ତୁ ଜାଣିବା କେଉଁ ଯୋଗ ଆସନ କରି ଏହି ସମସ୍ୟାର ସମାଧାନ କରିପାରିବେ ଓ ସ୍ଲିଭଲେସ୍‌ ବ୍ଲାଉଜ ପିନ୍ଧିବାର ଇଚ୍ଛାକୁ ପୂରଣ କରିପାରିବେ।

ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମିଳିବ ଅନେକ ଲାଭ:

ପ୍ରତିଦିନ  ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ସୂର୍ଯ୍ୟ ନମସ୍କାର କରିଲେ ପ୍ରଥମରୁ କଷ୍ଟ ଅନୁଭବ ହୁଏ କିନ୍ତୁ ପରେ ଏହା ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଯାଏ। ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ବାହୁରେ ଥିବା ଚର୍ବି ଧିରେ ଧିରେ କମିବାକୁ ଲାଗେ। ଏହି ଆସନ କରିବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ।

ପ୍ଳେଙ୍କ ପୋଜ କରିବା ଦ୍ୱାରା ମିଳିବ ଲାଭ:
ପ୍ଳେଙ୍କ ପୋଜ କରିବା ଦ୍ୱାରା ଆପଣଙ୍କ କାନ୍ଧ, ବାହୁ, କହୁଣୀ ଓ ପିଠି ମଜବୁତ ରହିବ। ପ୍ରତିଦିନ ଏହି ପୋଜ୍‌ କରିବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କ ହାତର ଚର୍ବି କମାଇବାରେ ସାହାଯ୍ୟ କରିବ।

ଚତୁରାଙ୍ଗା ଦଣ୍ଡାସାନ:
ଏହି ଦଣ୍ଡାସନ କରିବା ଦ୍ୱାରା ଆପଣଙ୍କ ହାତର ଚର୍ବି କମିବାକୁ ଲାଗିବ। ଯଦି ଆପଣ ଏହି ଆସନ ପ୍ରତିଦିନ କରିବେ ତେବେ ନିଶ୍ଚିତ ରୂପେ ଏଥିରୁ ଲାଭ ପାଇବେ। ଯଦି ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ଏହି ଆସନ ନିଶ୍ଚିନ୍ତ କରନ୍ତୁ।

KNews Bureau

Recent Posts

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

13 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

14 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

47 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

55 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

1 hour ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

1 hour ago