ଲାଇଫ୍ ଷ୍ଟାଇଲ୍

କଳାଜୀରା ଫେସପ୍ୟାକ : ଦୂର କରିବ ସବୁ ସମସ୍ୟା ମିଳିବ ସୁନ୍ଦର ତ୍ୱଚା

କଳାଜୀରା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ବ୍ୟବହାର ଖାଇବାରେ କରାଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହା ଆପଣଙ୍କ ସ୍କିନ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ବ୍ରଣ, ତ୍ୱଚା ଭାଙ୍ଗ ଏବଂ ଡାର୍କ ସର୍କଲରୁ ମୁକ୍ତି ଦେଇଥାଏ। ଏଥିରେ ପ୍ରସ୍ତୁତ ଘରୋଇ ପ୍ୟାକ୍‌ ଲଗାଇବା ଦ୍ୱାରା ସ୍କିନ ଗ୍ଲୋ କରିଥାଏ। ଆସନ୍ତୁ ଜାଣିବା, କିପରି କରିବେ କଳାଜୀରା ଫେସପ୍ୟାକ୍‌…

ଆବଶ୍ୟକ ସାମଗ୍ରୀ :

କଳାଜୀରା: ୧ ଚାମଚ ( ପାଉଡର)
କ୍ଷୀର : ୧ ବଡ ଚାମଚ
ପ୍ରସ୍ତୁତ ପ୍ରଣାଳୀ : ଗୋଟେ ଜାଗାରେ କଳାଜିରା ପାଉଡର ଏବଂ କ୍ଷୀରକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ।

ଡାର୍କ ସ୍କିନ ପାଇଁ :

କଳାଜୀରା ପାଉଡର: ୧ ଚାମଚ
ଓଟସ୍‌ : ୧ ବଡ ଚାମଚ
ମହୁ: ୧ ଚାମଚ
ଆଲମଣ୍ଡ ଅଏଲ : ୧/୨ ଚାମଚ
ମଲାଇ : ଦରକାର ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ : ଏଥିପାଇଁ ସବୁ ଜିନିଷକୁ ଏକ ପାତ୍ରରେ ଏକାଠି ମିଶାଇ ଦିଅନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ଏହାକୁ ଲଗାଇବା ପରେ ଅଳ୍ପ ଉଷୁମ ପାଣିରେ ସଫା କରିଦିଅନ୍ତୁ।

ତେଲିଆ ତ୍ୱଚା ପାଇଁ :

କଳାଜୀରା ପାଉଡର : ୧ ଚାମଚ
ଏଲୋଭେରା ଜେଲ : ୧ ଚାମଚ
କ୍ଷୀର ୧/୨ ଚାମଚ
ଲେମ୍ବୁ ରସ : ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ : ସବୁଜିନିଷକୁ ଏକ ପାତ୍ରରେ ଏକାଠି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ୧୦ରୁ ୧୫ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାକୁ ମୁହଁରୁ ତେଲକୁ ନଷ୍ଟ କରିଦିଏ।

Swagatika

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

12 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

21 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

26 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

51 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

57 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

58 mins ago