ଲାଇଫ୍ ଷ୍ଟାଇଲ୍

ଖରାଦିନେ ତ୍ୱଚାରେ ଲଗାନ୍ତୁ ଆମ୍ବ ବଟର, ସନବର୍ନ ଓ ଟ୍ୟାନିଙ୍ଗ୍‌ ସମସ୍ୟାରୁ ମିଳିବ ଛୁଟକାରା

ଖରାଦିନ ଆରମ୍ଭ ହୋଇଗଲାଣି। ଏହିଦିନେ ତ୍ୱଚାର ଖାସ୍‌ ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ। କାରଣ, ଟାଣ ଖରାରେ ଟ୍ୟାନିଂ, ସନବର୍ନ ଏବଂ ପ୍ରଦୂଷଣ ଯୋଗୁ ତ୍ୱଚା ଖରାପ ହୋଇଯାଇଥାଏ। ଏମିତିରେ ଯଦି ଆପଣ ବି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ତା’ ହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଏକ ଖାସ୍‌ ଉପାୟ। ଏହାକୁ ଉପଯୋଗ କରି ଆପଣ ଖରାଦିନେ ତ୍ୱଚା ସମ୍ବନ୍ଧୀୟ ସବୁ ସମସ୍ୟାରୁ ଛୁଟକାରା ପାଇପାରିବେ।

ଆମ୍ବର ଋତୁ ହେଉଛି ଗ୍ରୀଷ୍ମ। ଏହି ଋତୁରେ ବଜାରରେ ଆମ୍ବ ଖୁବ୍‌ ବିକ୍ରି ହୋଇଥାଏ। ଏହାକୁ ନଜରରେ ରଖି ଆମେ ଆମ୍ବ ବଟରର ଉପଯୋଗ ବିଷୟରେ ଆପଣଙ୍କୁ କହିବୁ। ଏହା ତ୍ୱଚାକୁ ଚମକାଇବା ସହ ଚର୍ମରେ କୁଞ୍ଚନ ଏବଂ ଫାଇନ୍‌ ଲାଇନ୍ସକୁ ଠିକ୍‌ କରିଥାଏ। କହି ରଖୁଛୁ, ଆମ୍ବ ବଟର ପୋଷକ ତତ୍ତ୍ୱରେ ଭରପୂର ରହିଥାଏ। ଏଥିରେ ଭିଟାମିନ ସି, ଇ, ଜିଙ୍କ୍‌, ପ୍ରୋଟିନ, ପୋଟାସିୟମ୍‌ ଏବଂ କ୍ୟାଲସିୟମ୍‌ ମହଜୁଦ୍‌ ଥାଏ।

ଖରାଦିନେ ଆମ୍ବ ବଟର ଲଗାଇବାର ଫାଇଦା

-ଟ୍ୟାନିଙ୍ଗ୍‌ରୁ ବଞ୍ଚାଇଥାଏ

-ସନବର୍ନ ହେବାକୁ ଦେଇ ନ ଥାଏ

-ତ୍ୱଚାର ନମନୀୟତାକୁ ବଜାୟ ରଖିଥାଏ

-ଲୁ’ର ପ୍ରଭାବ ପଡ଼ିବାକୁ ଦେଇ ନ ଥାଏ

-ଷ୍ଟ୍ରେଚ୍‌ ମାର୍କକୁ ହଟାଇଥାଏ

-ଫାଇନ୍‌ ଲାଇନ୍ସକୁ ରୋକିଥାଏ

ଏମିତି କରନ୍ତୁ ବ୍ୟବହାର

ଏଲୋଭେରା ଜେଲ୍‌ ସହିତ ମିଶାଇ ଆମ୍ବ ବଟର ବ୍ୟବହାର କରନ୍ତୁ। ଯଦି ଟାଣ ଖରାରେ ଆପଣଙ୍କ ଯଦି ସ୍କିନ୍‌ ଜଳିଯାଇଛି, ତା’ହେଲେ ଆମ୍ବ ବଟରକୁ ତରଳାଇ ସେଥିରେ ଏଲୋଭେରା ଜେଲ୍‌ ଏବଂ ପୋଦିନା ତେଲ ମିଶାନ୍ତୁ। ଏହି ମିଶ୍ରଣକୁ ଥଣ୍ଡା ହେବା ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଚେହେରାରେ ଲଗାନ୍ତୁ ଏବଂ ହାଲୁକା ହାତରେ ମସାଜ୍‌ କରନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

21 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

33 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

43 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago