ସ୍ପେଶାଲ

ହୋଲିରେ କାହିଁକି ପିନ୍ଧାଯାଏ ଧଳା ରଙ୍ଗର କପଡ଼ା? ଜାଣନ୍ତୁ ଏହାର କାରଣ

ରଙ୍ଗ ଏବଂ ଖୁସି ବାଣ୍ଟିବାର ପର୍ବ ହେଉଛି ହୋଲି। ଏହି ଦିନ ଲୋକେ ପରସ୍ପରକୁ ରଙ୍ଗ ଲଗାଇ ଥାଆନ୍ତି। ହୋଲିରେ ଅନେକ ଲୋକ ଧଳା ରଙ୍ଗର କପଡ଼ା ପିନ୍ଧିଥାଆନ୍ତି। କ’ଣ କେବେ ଆପଣ ଭାବିଛନ୍ତି କି, ଲୋକେ ଏହି ଦିନ ଧଳା ରଙ୍ଗର କପଡ଼ା କାହିଁକି ପିନ୍ଧନ୍ତି? ଏହା ପଛରେ କ’ଣ ରହିଛି ପରମ୍ପରା? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

ହୋଲିରେ ଧଳା ରଙ୍ଗର କପଡ଼ା ପିନ୍ଧିବାର ପରମ୍ପରା ରହି ଆସିଛି। ଯୁବତୀମାନେ ଧଳା ସୁଟ୍‌ ସହିତ କଲରଫୁଲ୍‌ ଓଢ଼ଣୀ ପକାଇ ଥାଆନ୍ତି। ସେପଟେ ଯୁବକମାନେ ବି ହ୍ଵାଇଟ୍‌ ଟି-ଶାର୍ଟ ନହେଲେ ହ୍ଵାଇଟ୍‌ କୁର୍ତ୍ତା କ୍ୟାରୀ କରିଥାଆନ୍ତି। ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ। ଏହି ଦିନ ସମସ୍ତେ ନିଜ ରାଗ, ରୁଷା ଭୁଲି ପରସ୍ପରକୁ ଆଲିଙ୍ଗନ କରିଥାଆନ୍ତି। ଏହି ଭାଇଚାରାକୁ ଦର୍ଶାଇବା ପାଇଁ ହୋଲି ଦିନ ସମସ୍ତେ ଧଳା ବସ୍ତ୍ର ହିଁ ପିନ୍ଧିବାକୁ ପସନ୍ଦ କରିଥାଆନ୍ତି।

ଧଳା କପଡ଼ା ଉପରେ ରଙ୍ଗ ଫୁଟି ଉଠିଥାଏ। ଅବିରର ସବୁ ରଙ୍ଗ ଅଲଗା ଅଲଗା ଭାବେ ଏଥିରେ ନଜର ଆସିଥାଏ। ହୋଲି ଦିନ ଧଳା ଚିକନ୍‌ କୁର୍ତ୍ତା ଏବଂ ବ୍ଲ୍ୟୁ ଜିନ୍ସ ଆପଣ ପିନ୍ଧିପାରିବେ। ଆଜିକାଲି ଏହାର ଟ୍ରେଣ୍ଡ ଚାଲିଛି। ଏହି କମ୍ବିନେଶନକୁ ଆପଣ ଚାହିଁଲେ ଅଫିସ୍‌ ପିନ୍ଧି ବି ଯାଇପାରିବେ। ତେବେ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ହେଉଛି ହୋଲି। ହୋଲି ଉତ୍ସବ କେତେକ ଜାଗାରେ ଦୁଇଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନ ହୋଲିକା ଦହନ ହୋଇଥାଏ।

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

12 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

29 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

41 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

51 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

54 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago