ଶୋଇବା ବେଳେ ତକିଆ ତଳେ ରଖନ୍ତୁ ତୁଳସୀ ପତ୍ର, ବଦଳିଯିବ ଭାଗ୍ୟ

ତୁଳସୀ ଗଛକୁ ପୂଜା କରାଯିବା ସହ ଭାରତୀୟ ପରମ୍ପରାରେ ଏହାର ଅଦ୍ଭୁତ ମାନ୍ୟତା ରହିଛି। ଦୈନିକ ପୂଜାରେ ଏହାକୁ ସାମିଲ କରାଯିବା ସହ ସାଧାରଣତଃ ସମସ୍ତ ହିନ୍ଦୁ ଘରେ ଏହା ଦେଖିବାକୁ ମିଳିଥାଏ। ଏପରିକି ଏହାର ସେବନ ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେବେ ଆଜି ଆମେ ତୁଳସୀ ପତ୍ରକୁ ଟକିଆ ତଳେ ରଖି ଶୋଇବାର ଚତ୍ମକାରୀ ଫାଇଦା ବିଷୟରେ କହିବାକୁ ଯାଉଛୁ।

-ରାତିରେ ଶୋଇବା ସମୟରେ ତକିଆ ତଳେ ତୁଳସୀ ପତ୍ର ରଖି ଶୋଇଲେ ଦିନର ଥକାପଣ ଦୂର ହୋଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

-ତକିଆ ତଳେ ତୁଳସୀର ପାଞ୍ଚଟି ପତ୍ର ରଖି ଶୋଇବା ଦ୍ବାରା ବ୍ୟବସାୟରେ ଲାଭ ହୋଇଥାଏ । ଏଥିସହ ବ୍ରଣ ଏବଂ ଭାତୁଡ଼ି ମଧ୍ୟ ହୋଇନଥାଏ।

-ତୁଳସୀ ତକିଆ ତଳେ ରଖି ଶୋଇବା ଦ୍ବାରା ମନ ଶାନ୍ତ ହେବା ସହ ନକରାତ୍ମକ ଉର୍ଜାକୁ ଦୂର ରଖିଥାଏ।

-ସ୍ବପ୍ନଦୋଷ ଏବଂ ଖରାପ ସ୍ବପ୍ନ ଆଦିରୁ ଦୂରେଇ ରହିବା ପାଇଁ ତକିଆ ତଳେ ତୁଳସୀ ପତ୍ର ରଖିବା ସହ ମହାମୃତମଞ୍ଜୟ ମନ୍ତ୍ର ଜାପ କରନ୍ତୁ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

29 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

32 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

38 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

47 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

47 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago