ଯଦି ଚାହୁଁଛନ୍ତି ଭବିଷ୍ୟତରେ କୌଣସି ଅସୁବିଧା ନହେଉ, ତେବେ ନୂଆ ଗାଡିର ଏପରି କରନ୍ତୁ ପୂଜା

ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣିତ ରହିଛି କି, ନୂଆ ବାହନ କିଣିବା ପରେ ତାହାକୁ ଚଲାଇବା ପୂର୍ବରୁ ଅବଶ୍ୟ ତାହାର ପୂଜା କରିବା ଉଚିତ୍। ଏହା ଦ୍ବାରା ଭବିଷ୍ୟତରେ ବାହନ ଜନିତ ଅସୁବିଧା କମ ହୋଇଥିବା ବେଳେ ଦୁର୍ଘଟଣାର ସମ୍ଭାବନା ମଧ୍ୟ କମ ହୋଇଥାଏ। ଏଣୁ ଗାଡି ପୂଜା ସମୟରେ ଉଚିତ୍ ବିଧି ଅନୁସରଣ କରିବା ଦରକାର। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ନୂଆ ବାହନ କିଣିବା ପରେ ସର୍ବପ୍ରଥମେ ଏଥିରେ ଆମ୍ବ ପତ୍ର ଜରିଆରେ ଗଙ୍ଗାପାଣି ପକାଇବା ଦରକାର। ଜ୍ଯୋତିଷଶାସ୍ତ୍ର ଅନୁଯାୟୀ, ଶୁଭ କାମର ଆରମ୍ଭରେ ସ୍ବସ୍ତିକ ଚିହ୍ନକୁ ଶ୍ରେଷ୍ଠ କୁହାଯାଇଥାଏ। ଏଣୁ ବାହନରେ ସ୍ବସ୍ତିକ ଚିହ୍ନ କରନ୍ତୁ ଏହା ଦ୍ବାରା ଗାଡିର ଚର୍ତୁପାର୍ଶ୍ବରେ ସକାରତ୍ମକ ଉର୍ଜା ଜାତ ହେବ। ଏହାଛଡ଼ା ଆପଣ ଗାଡିରେ ପବିତ୍ର ନାଲି ସୂତ୍ର ମଧ୍ୟ ବାନ୍ଧି ପାରିବେ। ଯାହା ଗାଡିର ରକ୍ଷାସୂତ୍ର ଭାବେ କାମ କରିବ।

ସିନ୍ଦୁରରେ ଗାଡିରେ ସ୍ବସ୍ତିକ ଚିହ୍ନ ପ୍ରସ୍ତୁତ କରିବା ପରେ ଆପଣ ଗାଡିରେ ମାଳ ଚଢ଼ାଇ ପୂଜା କରନ୍ତୁ। ଏହାପରେ ବାହନର କର୍ପୁର ଆଳତୀ କରନ୍ତୁ। ଏହାପରେ ପ୍ରସାଦ ରୁପେ ମିଠା ଚଢ଼ାଇବା ସହ ତାଙ୍କୁ ପରେ ଗାଇକୁ ଖାଇବାକୁ ଦେଇଦିଅନ୍ତୁ।

ପୂଜାର ଅନ୍ତରେ ନଡିଆକୁ ଗାଡିର ଚର୍ତୁପାର୍ଶ୍ବରେ ବୁଲାଇ ସାମ୍ନାରେ ଫଠାନ୍ତୁ। ଏହାପରେ ଗାଡିକୁ ଚଲାଇବା ଆରମ୍ଭ କରନ୍ତୁ। ବାହନ ପୂଜାକୁ ଛାଡି ଗାଡି କିଣିବା ସମୟରେ ଶୁଭ ବାର ଏବଂ ସମୟ ଦେଖି ଏହାକୁ କିଣନ୍ତୁ।

KNews Bureau

Recent Posts

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

2 mins ago

ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍‌ ପର୍ଯ୍ୟନ୍ତ ଜେଲରେ ରହିବେ

କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ହେପାଜତ ଅବଧି ବୃଦ୍ଧି । କୋର୍ଟ ପ୍ରଜ୍ୱଳଙ୍କ ହେପାଜତକୁ ୧୦ ଜୁନ୍‌…

1 hour ago

ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭୀତ

ବାଲେଶ୍ଵର : ବାଲେଶ୍ଵରରେ ଶୁଭିଲା ପ୍ରଚଣ୍ତ ଶବ୍ଦ । ଲଗାତାର ଦୁଇଥର ପ୍ରଚଣ୍ତ ଶବ୍ଦ ଶୁଣବାକୁ ମିଳିଲା । ପ୍ରଚଣ୍ତ…

1 hour ago

ଟି୨୦ ବିଶ୍ୱକପ : ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ରୋମାଞ୍ଚ, ଗାର୍ଡି ପାର୍କିଂ ଫି ଆକାଶଛୁଆଁ

ଟି୨୦ ବିଶ୍ୱକପକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । କିନ୍ତୁ କ୍ରିକେଟ ପ୍ରେମୀ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ରୋମାଞ୍ଚକ ମ୍ୟାଚକୁ…

2 hours ago

କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ

ଚଣ୍ଡିଗଡ଼ ବିମାନବନ୍ଦରରେ ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା । ଏଭଳି ଅଭିଯୋଗ ଆଣିଛନ୍ତି କଙ୍ଗନା…

2 hours ago

ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ

ଭୁବନେଶ୍ୱର : ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା ।  ନବୀନଙ୍କ ଶାସନର ପତ୍ତନ ପରେ କାନ୍ଦୁଛନ୍ତି ଲୋକେ ।  ‘ପୁଅ ନପଚାରୁ…

2 hours ago