ଲାଇଫ୍ ଷ୍ଟାଇଲ୍

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା ସ୍ୱାସ୍ଥ୍ୟରେ ପ୍ରଭାବ ପାକାଇଥାଏ । ଯେଉଁମାନେ ପ୍ରତିଦିନ ଓ୍ଵାକ କରନ୍ତି, ସେମାନେ ଗଣ୍ଠି ଯନ୍ତ୍ରଣା, ଶରୀର ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି । ଓ୍ଵାକ କରିବା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ନିୟମିତ ଓ୍ଵାକ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ଯଦି ଆପଣ ଓଜନ କମ୍‌ କରିବା ପାଇଁ ଓ୍ଵାକ କରୁଛନ୍ତି, ତେବେ ଅନେକ ଜିନିଷର ଯତ୍ନ ନେବା ଜରୁରୀ । ଯେପରି ସମୟ, ଦୂରତା ଏବଂ ଷ୍ଟେପ୍‌ ଭଳି ଅନେକ ଜିନିଷ ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା କେଉଁ ଆକ୍ଟିଭିଟିକୁ ଟ୍ରାକ କରାଯିବା ଉଚିତ୍ ?

ଏକ୍ସରସାଇଜ୍‌ ପରି, ଓ୍ଵାକର ମଧ୍ୟ ଏକ ନିର୍ଦ୍ଦିଷ୍ଟ ପଏଣ୍ଟ ରହିଥାଏ । ଯଦି ଆପଣ ଅଧିକ ସମୟ ଧରି ଏକ ପଏଣ୍ଟ ଫଲୋ କରୁଛନ୍ତି । ଏହା ଦ୍ୱାରା ବହୁତ ଶୀଘ୍ର ଓଜନ କମ୍‌ କରାଯାଇପାରିବ । ଯେତେବେଳେ ଆପଣ ଓ୍ଵାକ କରିବେ, ସେତେବେଳେ ଏହି ତିନୋଟି ଜିନିଷକୁ ଧ୍ୟାନରେ ରଖନ୍ତୁ । ଯାହା ଫଳରେ ଆପଣଙ୍କ ଓଜନ କମ୍‌ ହେବା ସହ ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରିବେ ।

ଏଥିପାଇଁ ସର୍ବପ୍ରଥମେ ଆପଣ କେତେ କିଲୋମିଟର ଓ୍ଵାକ କରିବେ ତାପ୍ରତି ଧ୍ୟାନ ଦେବେ । ଏହା ପରେ ଆପଣ କେତେ ଦିନ ଓ୍ଵାକ କରିବେ, ଆପଣଙ୍କର ଓ୍ଵାକ କରିବାର ସମୟ ଫ୍ୟାକ୍ଟର୍ ରହିଥାଏ, ଯେପରି କି ଆପଣ ୩୦ ମିନିଟ୍ ଓ୍ଵାକ କରିବେ । ଏହା ବ୍ୟତୀତ ଓ୍ଵାକ ସମୟରେ ଆପଣ କେତେ ଷ୍ଟେପ୍‌ ଚାଲନ୍ତି ଏହା ପ୍ରତି ମଧ୍ୟ ଧ୍ୟାନ ଦେବା ବହୁତ ଜରୁରୀ । ଏଥିପାଇଁ ଏକ୍ସପର୍ଟମାନେ ଦିନରେ ୧୦ ହଜାର ଷ୍ଟେପ୍‌ ଚାଲିବାକୁ ପରାମର୍ଶ ଦିଅନ୍ତି ।

ଓଜନ କମ୍‌ ପାଇଁ, ଆପଣ କେତେ ଦିନ ଓ୍ଵାକ କରିବେ, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଏ । ତେବେ ଓ୍ଵାକ ସମୟରେ ଧ୍ୟାନ ଦେବା ଉଚିତ, ଯେପରି ଆପଣ କେତେ ଷ୍ଟେପ୍ ଓ୍ଵାକ କରୁଛନ୍ତି କିମ୍ବା କେତେ ଦୂର ଓ୍ଵାକ କରୁଛନ୍ତି ।

ପ୍ରଥମ କଥା ହେଉଛି ଯେତେବେଳେ ଆପଣ ସମୟ ଅନୁଯାୟୀ ଓ୍ଵାକ କରନ୍ତି, ଆପଣ ପ୍ରତିଦିନ ଓ୍ଵାକ ପାଇଁ କେବଳ ଗୋଟିଏ ସମୟ ଠିକ୍ କରନ୍ତୁ । ଏହା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏହି ସମୟରେ ଆପଣ ସବୁକିଛି ଛାଡି କେବଳ ଓ୍ଵାକ ଉପରେ ଧ୍ୟାନ ଦେବେ ଯାହାକି ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ ।

ଏହା ସହ ଆପଣ କେତେ ସମୟ ମଧ୍ୟରେ କେତେ ଓ୍ଵାକ କରୁଛନ୍ତି, ତାହା ହେଉଛି ସବୁ ଠାରୁ ଜରୁରୀ । ସେଥିପାଇଁ ଆପଣ ଯେତେବେଳେ ଓ୍ଵାକ କରୁଛନ୍ତି ନିଜ ଷ୍ଟେପ୍ ଏବଂ କ୍ୟାଲୋରୀ ପାଇଁ ଟାର୍ଗେଟରେ ସେଟ୍ କରନ୍ତି । ଯାହାଫଳରେ ଆପଣଙ୍କ ଓଜନ କମ୍‌ ହେବା ସହିତ ଅନେକ ପ୍ରକାରର ଲାଭ ମିଳିବ ।

D Sonali

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

13 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

28 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

38 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

47 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago