ଲାଇଫ୍ ଷ୍ଟାଇଲ୍

ତ୍ୱଚାରୁ ଅଦରକାରୀ କେଶ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଅଧିକାଂଶ ଲୋକଙ୍କ ଶରୀରରେ ଅତ୍ୟଧିକ କେଶ ଉଠିଥାଏ। ଯାହା ଫଳରେ ଚେହେରାର ସୁନ୍ଦରତା ନଷ୍ଟ ହୋଇଯାଇଥାଏ। ଏନେଇ ଅଧିକାଂଶ ମହିଳାମାନେ ପାର୍ଲର ଯାଇ ଥ୍ରେଡ଼ିଙ୍ଗ୍ କିମ୍ବା କେମିକାଲ ଯୁକ୍ତ କ୍ରିମ ବ୍ୟବହାର କରି ଏହି ସମସ୍ୟା ଦୂର କରିଥାନ୍ତି। କିନ୍ତୁ କିଛି ମହିଳାଙ୍କ ତ୍ବଚା ଵହୁତ ମୂଲାୟମ ହୋଇଥାଏ, ଯାହାଦ୍ବାରା ସେମାନେ ଥ୍ରେଡ଼ିଙ୍ଗ୍ କରିବା ଦ୍ୱାରା ତ୍ୱଚାରେ କ୍ଷତ ସୃଷ୍ଟି ହୋଇଥାଏ । ସେହିଭଳି କିଛି ମହିଳାମାନେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ପାର୍ଲର ଯାଇପାରନ୍ତିନାହିଁ। ଏନେଇ ଆଜି ଆମେ ଆପଣଙ୍କୁ ଘରେ ରହି କିଭଳି ଏହି ସମସ୍ୟା ଦୂର କରିପାରିବେ ସେହି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଚେହେରାରୁ ଅତ୍ୟଧିକ କେଶ ହଟାଇବାର ଘରୋଇ ଉପଚାର।

ଦଲିୟା ପ୍ୟାକ:

ଏସବୁ ବ୍ୟତୀତ ଦଲିୟାର ମିଶ୍ରଣକୁ ଆପଣ ଚେହେରାରେ ବ୍ୟବହାର କରି ଅଦରକାରୀ କେଶକୁ ହଟାଇପାରିଵେ । ଏଥିପାଇଁ ଆପଣ ୨ ଚାମଚ ଦଲିୟା ସହ ୩ ଚାମଚ ଦହି ଏବଂ ଏକ ଫାଳ ଲେମ୍ବୁ ରସ ମିଶାଇ ମିଶ୍ରଣ ତିଆରି କରନ୍ତି। ଏବେ ସେହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଲାଗାଇବାର କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ସପ୍ତାହରେ ଥରେ ମାତ୍ର ଏହି ଉପାୟ ବ୍ୟବହାର କରିଵା ଦ୍ବାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇପାରିବ।

ଲେମ୍ବୁ ଏବଂ ମହୁ:

ଲେମ୍ବୁ ରସରେ ଭିଟାମିନ୍ ସି ଏବଂ ମହୁ ରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଥାଏ ଯାହା ତ୍ବଚାରୁ ଅଦରକାରୀ କେଶକୁ ହଟାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ଚିନି ,ଲେମ୍ବୁ ଏବଂ ମହୁର ମିଶ୍ରଣ ତିଆରି କରି ମୁହଁରେ ଲଗାନ୍ତୁ। ଲଗାଇବାର କିଛି ସମୟ ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ।

ଅମୃତଭଣ୍ଡା ଏବଂ ହଳଦୀ ମାସ୍କ:

କିଛି ମାତ୍ରାରେ ଅମୃତଭଣ୍ଡା ଖଣ୍ଡ ନେଇ ଭଲଭାବେ ଗ୍ରାଇଡିଂ କରିଦିଅନ୍ତୁ। ଏବେ ସେଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ଏବଂ ଏକ ଚାମଚ ଏଲୋବେରା ଜେଲକୁ ମିଶ୍ରଣ କରି ଅଦରକାରୀ କେଶ ଉପରେ ଲଗାନ୍ତୁ। ଲାଗାଇବାର ୨୦ମିନିଟ ପରେ ଏହି ମିଶ୍ରଣକୁ ମୁହଁରୁ କାଢ଼ି ନିଅନ୍ତୁ ।

ପୋଦିନା:

ତ୍ୱଚାରେ ଦେଖାଯାଉଥିବା ଅଦରକାରୀ କେଶ ସମସ୍ୟା ଦୂର କରିବା ପାଇଁ ଆପଣ ପୋଦିନା ମଧ୍ୟ ବ୍ୟବହାର କରିପାରିବେ। ପୋଦିନା ପତ୍ରରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଥାଏ, ଯାହା ତ୍ୱଚାରୁ ଅତ୍ୟଧିକ କେଶ ହଟାଇବାର ସାହାଯ୍ୟ କରିଥାଏ । ସେହିଭଳି ପୋଦିନା ପତ୍ର ଚା ପିଇବା ଦ୍ବାରା ମଧ୍ୟ ଶରୀରରୁ ଅଦରକାରୀ କେଶ ନିଷ୍କାସିତ ହୋଇଥାଏ।

Barsha

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

17 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

18 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

25 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

31 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

48 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

57 mins ago