ଜାଣନ୍ତୁ ପୌଷ ମାସରେ କଣ ଖାଇବା ଏବଂ ନଖାଇବା ଉଚିତ୍‌

ବର୍ତ୍ତମାନ ପୌଷ ମାସ ଚାଲୁଛି। ଏହି ପୌଷ ମାସ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ୧୦ ଜାନୁୟାରୀ ପର୍ଯ୍ୟନ୍ତ ରହିବ। ଏହି ମାସରେ ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ବ୍ୟକ୍ତି ସୁସ୍ଥ ଏବଂ ସମ୍ପନ୍ନ ରହିଥାନ୍ତି।। ପୌଷ ମାସରେ ଖାଇବାକୁ ନେଇ ଜଡିତ କିଛି ନିୟମ ମଧ୍ୟ ରହିଛି, ଯାହାକୁ ଧ୍ୟାନରେ ରଖିବା ଜରୁରୀ। ତେବେ ଆସନ୍ତୁ ଜାଣିବା ପୌଷ ମାସରେ କଣ ଖାଇବା ଉଚିତ ଏବଂ କଣ ଖାଇବା ଉଚିତ ନୁହେଁ।

ପୌଷ ମାସରେ କଣ ଖାଇବେ

ପୌଷ ମାସରେ ଖାଦ୍ୟ-ପେୟକୁ ନେଇ ବହୁତ ସାବଧାନରେ ରଖିବାକୁ ପଡିଥାଏ। ଏହି ମାସରେ ଖୁଆ ଏବଂ ଦୁଗ୍ଧ ଜାତୀୟ ଜିନିଷର ବ୍ୟବହାର କରିବା ପାଇଁ କୁହାଯାଏ।

ଚିନି ବଦଳରେ ଗୁଡର ସେବନ କରନ୍ତୁ। ଜୁଆଣୀ, ଲବଙ୍ଗ ଏବଂ ଅଦାର ସେବନ ଲାଭକାରୀ ହୋଇଥାଏ। ଗହମ, ଚାଉଳ ଏବଂ ଜଅ ଖାଇବା ମଧ୍ୟ ଲାଭକାରୀ ହୋଇଥାଏ।

ପୌଷ ମାସରେ ଆପଣ ଖାଇବାରେ ବିଟ ଲୁଣ ବ୍ୟବହାର କରିବା ଉଚିତ। ତେଲର ସେବନ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
ପୌଷ ମାସରେ କଣ ଖାଇବା ଅନୁଚିତ

ଏହି ମାସରେ ଥଣ୍ଡା ପାଣୀର ବ୍ୟବହାର, ସ୍ନାନରେ ଅନିୟମିତତା ଏବଂ ଅତ୍ୟଧିକ ଖାଦ୍ୟ କ୍ଷତିକାରକ ହୋଇପାରେ। ଏହି ମାସରେ ଅଧିକ ତେଲ, ଘିଅର ବ୍ୟବହାର ମଧ୍ୟ ଭଲ ହୋଇନଥାଏ।

ଏହି ମାସରେ ତାମସିକ ଭୋଜନ କରିବା ଠାରୁ ଦୂରେଇ ରହିବା ଉଚିତ। ତାମସିକ ଭୋଜନ ପଚନ ହେବା ପାଇଁ ବହୁତ ଅଧିକ ପରିଶ୍ରମ

କରିବାକୁ ପଡିଥାଏ। ବିରି ଡାଲି କିମ୍ବା ମସୁର ଡାଲି ଠାରୁ ମଧ୍ୟ ଦୂରତା ରକ୍ଷା କରନ୍ତୁ।
ବାଇଗଣ, ଫୁଲ କୋବି ଏବଂ ମୂଳାର ମଧ୍ୟ ସେବନ କମ୍‌ କରିବା ଉଚିତ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago