ଲାଇଫ୍ ଷ୍ଟାଇଲ୍

ଗର୍ଭାବସ୍ଥାରେ ଆଦୌ ଖାଆନ୍ତୁନି ଆଳୁ ଚିପ୍ସ, ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ କୁପ୍ରଭାବ

ଗର୍ଭାବସ୍ଥାରେ ପ୍ରାୟତଃ ମହିଳାମାନେ ଅନେକ କିଛି ଖାଇବାକୁ ଇଚ୍ଛା କରିଥା’ନ୍ତି। ବେଳେବେଳେ ଏହି ସମୟରେ ମହିଳାମାନେ ଗୁଡ଼େ ଏଣୁ ତେଣୁ ତୈଳାକ୍ତ ତଥା ଜଙ୍କ୍‌ ଫୁଡ୍‌ ମଧ୍ୟ ଖାଇଦିଅନ୍ତି ଯାହା ପରେ ସମସ୍ୟା ସୃଷ୍ଟି କରେ। ଏସବୁ ଖାଦ୍ୟର ସିଧାସଳଖ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ।

  • ଏକ ରିସର୍ଚ୍ଚ ମୁତାବକ ଗର୍ଭବତୀ ମହିଳା ଅଧିକ ବନସ୍ପତି ତେଲ ଓ ଆଳୁ ଚିପ୍ସ ଖାଇବା ଅନୁଚିତ। ଏହାର ପ୍ରଭାବ ଶିଶୁର ବିକାଶ ଉପରେ ପଡ଼ିପାରେ। ଏଥିସହ ଗର୍ଭାବସ୍ଥାରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଇପାରେ।
  • ଯେତେବେଳେ ଆମେ ଲିନୋଲିକ୍‌ ଏସିଡ୍‌ ଯୁକ୍ତ ଖାଦ୍ୟ ଖାଇଥାଉ ସେଥିରେ ଥିବା ମାତ୍ରାଧିକ ଫ୍ୟାଟ୍‌, ଚିନି ଓ ଲୁଣ ଶରୀରକୁ ଯାଇଥାଏ। ଏହି କାରଣରୁ ଗର୍ଭବତୀ ମହିଳାଙ୍କୁ ଆଳୁ ଚିପ୍ସ ସେବନ କରିବାକୁ ମନା କରାଯାଏ।

  • ଗର୍ଭାବସ୍ଥାରେ ଓଜନକୁ ନିୟନ୍ତ୍ରଣରେ ରଖିବା ଉଚିତ। ଆଳୁରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍‌ ଥାଏ, ଯାହା ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଏଣୁ ଏହି ସମୟରେ ଆଳୁ ଚିପ୍ସ ଖାଇବା ମନା।
  • ଗର୍ଭାବସ୍ଥାରେ ମହିଳା ଗୋଟିଏ ଦିନରେ ଅଧା କିମ୍ବା ମଧ୍ୟମ ଆକାରର ଆଳୁ ସେବନ କରିପାରିବେ। ଏତିକି ମାତ୍ରା ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ପାଇଁ ଉତ୍ତମ ହୋଇଥାଏ।

  • ଏକ ରିସର୍ଚ୍ଚ ମୁତାବକ ଆଳୁ ଚିପ୍ସକୁ ଭେଜିଟେବଲ ଅଏଲରେ ଛଣାଯାଏ। ଭେଜିଟେବଲ ଅଏଲରେ ପ୍ରଚୁର ପରିମାଣରେ ଓମେଗା ୬ ଫ୍ୟାଟ୍ସ ଓ ଲିନୋଲେଇକ ଏସିଡ୍‌ ରହିଥାଏ। ଯାହା ଦ୍ୱାରା ଦେହ ହାତ କୁଣ୍ଡେଇ ହେବା ସହ ହାର୍ଟ ରୋଗର ଆଶଙ୍କା ମଧ୍ୟ ବଢ଼ିଯାଏ। ଏଣୁ ଗର୍ଭାବସ୍ଥାରେ ମହିଳା ଆଳୁ ଚିପ୍ସ ଖାଇବା ଅନୁଚିତ।
WCW 11

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

54 seconds ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

5 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

7 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

13 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

25 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

31 mins ago