ହିନ୍ଦୁ ଧର୍ମରେ ସ୍ତ୍ରୀ କାହିଁକି ନିଏ ନାହିଁ ନିଜ ସ୍ବାମୀର ନାମ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ହିନ୍ଦୁଧର୍ମ ଅନୁଯାୟୀ ଜଣେ ସ୍ତ୍ରୀ ତାର ସ୍ବାମୀକୁ ଭଗବାନ ସମାନ ମାନିଥାଏ। ଏବଂ ସ୍ବାମୀର ପାଦ ଛୁଇଁ ଏହି ସମ୍ପର୍କକୁ ଆହୁରି ଉଚ୍ଚ କରିଦେଇଥାଏ। ଏକ ବିବାହିତା ସ୍ତ୍ରୀ ସବୁବେଳେ ନିଜ ସ୍ବାମୀଙ୍କ ଆଜ୍ଞାର ପାଳନ କରିଥାଏ। ଯେମିତି ଆମେ ସବୁ ଜାଣିଛନ୍ତି ଯେ ବହୁ ସମୟ ପୂର୍ବରୁ ଏମିତି ପରମ୍ପରା ଥିଲା ଯେଉଁଠି ସ୍ତ୍ରୀ ମାନେ ନିଜର ସ୍ବାମୀଙ୍କ ନାମ ଧରି ଡାକନ୍ତି ନାହିଁ। କାରଣ ଏହା ଦ୍ବାରା ସ୍ବାମୀଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ଆଜିର ସମୟରେ ଲୋକମାନେ ଏହି କଥାକୁ ବିଶ୍ବାସ କରୁ ନାହାନ୍ତି।

ଆଜିକାଲିର ବ୍ୟସ୍ତବହୁତ ଏବଂ ଆଧୁନିକ ସମାଜରେ ପ୍ରେମ ବିବାହର ପ୍ରଚଳନ ଅଧିକ ହେଉଛି। ଝିଅମାନେ ସମସ୍ତଙ୍କ ଆଗରେ ନିଜ ସ୍ବାମୀ ନାଁ ଧରି ଡାକିବାରେ ଟିକେ ବି ସଂକୋଚ ମନେ କରୁନାହାନ୍ତି। କିନ୍ତୁ ବୋଧହୁଏ ଆପଣ ଜାଣି ନଥିବେ ହିନ୍ଦୁ ଧର୍ମ ଅନୁସାରେ ନିଜ ସ୍ତ୍ରୀର ନାମ ନ ନେବା ପଛରେ ଏକ ନିର୍ଦ୍ଧିଷ୍ଟ କାରଣ ରହିଛି ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ଯେ ସ୍ବାମୀ ମାନଙ୍କୁ ସ୍ତ୍ରୀମାନେ ନାମ ଧରି ଡାକିବା ଦ୍ବାରା ସ୍ବାମୀର ଆୟୁଷ କମିଥାଏ। ଏଥିପାଇଁ ପୂର୍ବରୁ ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ନାମ ଧରନ୍ତି ନାହିଁ। ଏହାଛଡା ଏହା ମଧ୍ୟ କୁହାଯାଉଛି ଯେ ଯେଉଁ ସ୍ତ୍ରୀ ସ୍ବାମୀ ଖାଇବା ପୂର୍ବରୁ ଭୋଜନ କରିଥାଏ ବା ସ୍ବାମୀ ଶୋଇବା ପୂର୍ବରୁ ସ୍ତ୍ରୀ ଶୋଇ ଯାଏ, ସେହି ସ୍ତ୍ରୀମାନଙ୍କୁ ପବିତ୍ର ସ୍ତ୍ରୀ ବୋଲି କୁହାଯାଏ ନାର୍ହି।

ପୂର୍ବରୁ ସ୍ତ୍ରୀମାନେ ସ୍ବାମୀ ଶୋଇବା ପୂର୍ବରୁ ଶୁଅନ୍ତୁ ନାହିଁ ଏବଂ ଭୋଜନ କରିବା ପୂର୍ବରୁ ଖାହାନ୍ତି ନାହିଁ।। ସ୍ବାମୀ ଖାଇବା ପରେ ଯାଇ ସ୍ତ୍ରୀ ଖାଇଥାଏ।ଏହାମଧ୍ୟ କୁହାଯାଏ ଯେ ଗଣେ ପତିବ୍ରତା ସ୍ତ୍ରୀ ନିଜ ସ୍ବାମୀଙ୍କର ବିନା ଅନୁମତିରେ କିଛି ବି କାମ କରିବା ଭଲ ସ୍ତ୍ରୀର ଗୁଣ ହୋଇନଥାଏ।

Pritiparna

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

6 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

8 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

10 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

11 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago