Below header

ହିନ୍ଦୁ ଧର୍ମରେ ସ୍ତ୍ରୀ କାହିଁକି ନିଏ ନାହିଁ ନିଜ ସ୍ବାମୀର ନାମ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ହିନ୍ଦୁଧର୍ମ ଅନୁଯାୟୀ ଜଣେ ସ୍ତ୍ରୀ ତାର ସ୍ବାମୀକୁ ଭଗବାନ ସମାନ ମାନିଥାଏ। ଏବଂ ସ୍ବାମୀର ପାଦ ଛୁଇଁ ଏହି ସମ୍ପର୍କକୁ ଆହୁରି ଉଚ୍ଚ କରିଦେଇଥାଏ। ଏକ ବିବାହିତା ସ୍ତ୍ରୀ ସବୁବେଳେ ନିଜ ସ୍ବାମୀଙ୍କ ଆଜ୍ଞାର ପାଳନ କରିଥାଏ। ଯେମିତି ଆମେ ସବୁ ଜାଣିଛନ୍ତି ଯେ ବହୁ ସମୟ ପୂର୍ବରୁ ଏମିତି ପରମ୍ପରା ଥିଲା ଯେଉଁଠି ସ୍ତ୍ରୀ ମାନେ ନିଜର ସ୍ବାମୀଙ୍କ ନାମ ଧରି ଡାକନ୍ତି ନାହିଁ। କାରଣ ଏହା ଦ୍ବାରା ସ୍ବାମୀଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ଆଜିର ସମୟରେ ଲୋକମାନେ ଏହି କଥାକୁ ବିଶ୍ବାସ କରୁ ନାହାନ୍ତି।

ଆଜିକାଲିର ବ୍ୟସ୍ତବହୁତ ଏବଂ ଆଧୁନିକ ସମାଜରେ ପ୍ରେମ ବିବାହର ପ୍ରଚଳନ ଅଧିକ ହେଉଛି। ଝିଅମାନେ ସମସ୍ତଙ୍କ ଆଗରେ ନିଜ ସ୍ବାମୀ ନାଁ ଧରି ଡାକିବାରେ ଟିକେ ବି ସଂକୋଚ ମନେ କରୁନାହାନ୍ତି। କିନ୍ତୁ ବୋଧହୁଏ ଆପଣ ଜାଣି ନଥିବେ ହିନ୍ଦୁ ଧର୍ମ ଅନୁସାରେ ନିଜ ସ୍ତ୍ରୀର ନାମ ନ ନେବା ପଛରେ ଏକ ନିର୍ଦ୍ଧିଷ୍ଟ କାରଣ ରହିଛି ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

nariସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ଯେ ସ୍ବାମୀ ମାନଙ୍କୁ ସ୍ତ୍ରୀମାନେ ନାମ ଧରି ଡାକିବା ଦ୍ବାରା ସ୍ବାମୀର ଆୟୁଷ କମିଥାଏ। ଏଥିପାଇଁ ପୂର୍ବରୁ ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ନାମ ଧରନ୍ତି ନାହିଁ। ଏହାଛଡା ଏହା ମଧ୍ୟ କୁହାଯାଉଛି ଯେ ଯେଉଁ ସ୍ତ୍ରୀ ସ୍ବାମୀ ଖାଇବା ପୂର୍ବରୁ ଭୋଜନ କରିଥାଏ ବା ସ୍ବାମୀ ଶୋଇବା ପୂର୍ବରୁ ସ୍ତ୍ରୀ ଶୋଇ ଯାଏ, ସେହି ସ୍ତ୍ରୀମାନଙ୍କୁ ପବିତ୍ର ସ୍ତ୍ରୀ ବୋଲି କୁହାଯାଏ ନାର୍ହି।

ପୂର୍ବରୁ ସ୍ତ୍ରୀମାନେ ସ୍ବାମୀ ଶୋଇବା ପୂର୍ବରୁ ଶୁଅନ୍ତୁ ନାହିଁ ଏବଂ ଭୋଜନ କରିବା ପୂର୍ବରୁ ଖାହାନ୍ତି ନାହିଁ।। ସ୍ବାମୀ ଖାଇବା ପରେ ଯାଇ ସ୍ତ୍ରୀ ଖାଇଥାଏ।ଏହାମଧ୍ୟ କୁହାଯାଏ ଯେ ଗଣେ ପତିବ୍ରତା ସ୍ତ୍ରୀ ନିଜ ସ୍ବାମୀଙ୍କର ବିନା ଅନୁମତିରେ କିଛି ବି କାମ କରିବା ଭଲ ସ୍ତ୍ରୀର ଗୁଣ ହୋଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.