କଣ ଆପଣ ଜାଣିଛନ୍ତି ତାଳି ମାରିବାର ବୈଜ୍ଞାନିକ କାରଣ ? କାହିଁକି ମାରିଥାନ୍ତି ତାଳି

ଭାରତରେ ଧାର୍ମିକ କାର‌୍ୟ୍ୟ ଯଥା ଭଜନ ଏବଂ ଆରତୀ ଗାଇବା ସମୟରେ ତାଳି ବଜାଇବାର ପ୍ରଥା ପୂର୍ବରୁ ଚାଲି ଆସୁଛି। ତାଳି ବଜାଇବା ଦ୍ବାରା ମନୁଷ୍ୟଙ୍କୁ ବହୁତ ପ୍ରକାରର ସ୍ବାସ୍ଥ୍ୟ ଜନିତ ଫାଇଦା ମିଳିଥାଏ। ଏହି କଥାକୁ ଏବେ ଆଧୁନିକ ବିଜ୍ଞାନ ମଧ୍ୟ ମାନୁଛି। ତାଳି ବଜାଇବା କାରଣରୁ ଏହା କେବଳ ଶରୀର ରୋଗ ଠାରୁ ରକ୍ଷା କରିନଥାଏ ବରଂ ଏହା ଅନେକ ରୋଗର ଚିକିତ୍ସା ମଧ୍ୟ କରିଥାଏ। ତାଳି ବଜାଇବା ଦ୍ବାରା କଣ ଫାଇଦା ମିଳିଥାଏ ଏବଂ କେମିତି ଏହା ରୋଗକୁ ଦୂର କରିଥାଏ ଆସନ୍ତୁ ଜାଣିବା।

ତାଳି ବଜାଇବା ଦ୍ବାରା ମାଂସପେଶୀ ଗୁଡିକୁ ପ୍ରଭାବିତ ହୋଇଥାଏ ଏବଂ ଶକ୍ତିର ସଞ୍ଚାର ମଧ୍ୟ ହୋଇଥାଏ। ନିୟମିତ ଭାବରେ ତାଳି ବଜାଇବା ଦ୍ବାରା ଏହା ଆମ ଶରୀରରକୁ ଶକ୍ତି, ଫୁର୍ତ୍ତି, ତନ୍ଦୁରସ୍ତ ଯୋଗାଇଥାଏ।

ଏହା ସହ ପଢ଼ନ୍ତୁ : ମଦ ପିଇବା ଦ୍ବାରା ଶରୀରରେ ହୋଇଥାଏ ଏହି ୯ ପରିବର୍ତ୍ତନ, ଜାଣନ୍ତୁ କଣ ?

ହାତରେ ଶରୀରର ସମସ୍ତ ଅଙ୍ଗର ସଂସ୍ଥାନ ବିନ୍ଦୁ ରହିଥାଏ ଏବଂ ତାଳି ବଜାଇବା ଦ୍ବାରା ଏହି ବିନ୍ଦୁ ଉପରେ ବାରମ୍ବାର ଚାପ ବା ପ୍ରେସର ପଡିଥାଏ। ଯାହା ଦ୍ବାରା ଶରୀରର ସମସ୍ତ ଆନ୍ତରିକ ସଂସ୍ଥାନକୁ ଶକ୍ତି ଯାଇଥାଏ ଏବଂ ସମସ୍ତ ଅଙ୍ଗ ନିଜର କାମ ସୂଚାରୁ ରୂପେ କରିବାକୁ ଲାଗିଥାଏ।

ତାଳି ବଜାଇବା ଦ୍ବାରା ମେଦବହୁଳତା କମ୍ ହୋଇଥାଏ। କାରଣ ତାଳି ବଜାଇବା ଦ୍ବାରା ଶରୀରରେ ଅତିରିକ୍ତି ମୋଟାପଣ କମ୍ ହୋଇଥାଏ।

ପେଟ ସମ୍ବଦ୍ଧୀୟ ସମସ୍ୟା ଯଥା ଗ୍ୟାସ,କବ୍ଜ,ଅପଚ ଏବଂ ମାନସିକ ରୋଗ ଯଥା ଚିନ୍ତା, ଏକାଗ୍ରତାରେ ଅଭାବ, ଚିଡଚିଡାପଣ ଭଳି ସମସ୍ୟା ଥିଲେ ଡାହାଣ ହାତର ଚାରିଟି ଆଙ୍ଗୁଳିକୁ ବାମ ହାତର ପାପୁଲିକୁ ଜୋରରେ ମାରିବା ଆବଶ୍ୟକ।

ଏହିଭଳି ପ୍ରାୟ ୫ ମିନିଟ ସକାଳ ସନ୍ଧ୍ୟା କରିବା ଦ୍ବାରା ଆରାମ ମିଳିଥାଏ। ତାଳି ବଜାଇବା କାରଣରୁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ରିସର୍ଚ୍ଚରେ ସାମ୍ନାକୁ ଆସିଛି ଯେ ପ୍ରତ୍ୟେକଦିନ ୨ ମିନିଟ ତାଳି ମାରୁଥିବା ଲୋକ ଅନ୍ୟ ମାନଙ୍କ ଅପେକ୍ଷା ଅଧତକ ଖୁସିରେ ରହିଥାନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

1 hour ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

3 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

3 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

4 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

5 hours ago