କାହିଁକି ମହିଳାଙ୍କୁ ପସନ୍ଦ ଆସିଥାଏ ପୁରୁଷଙ୍କର ଏହି ଖାସ୍‌ ସ୍ୱଭାବ…

ଯଦି ଆପଣଙ୍କୁ ଲାଗୁଥାଏ କି ମହିଳା କେବଳ ପୁରୁଷମାନଙ୍କର ଆକର୍ଷକ ବ୍ୟକ୍ତିତ୍ୱକୁ ପସନ୍ଦ କରିଥାଆନ୍ତି, ତା’ହେଲେ ଆପଣ ଭୁଲ୍‌ ଭାବୁଛନ୍ତି। ପୁରୁଷଙ୍କ ଉଚ୍ଚତା ଏବଂ ଚେହେରା ତାଙ୍କ ବ୍ୟକ୍ତିତ୍ୱ ଉପରେ ଯେତିକି ପ୍ରଭାବ ପକାଇଥାଏ, ସେତିକି ତାଙ୍କ କଣ୍ଠର ଗାମ୍ଭୀଯ୍ୟର୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥାଏ। ଆପଣ ଜାଣି ଚକିତ ହେବେ ଯେ ଅନେକ ମହିଳାଙ୍କୁ ପୁରୁଷଙ୍କ ଗାମ୍ଭୀଯ୍ୟର୍ ସ୍ୱଭାବ ଏବଂ ଓଜନଦାର କଣ୍ଠ ପସନ୍ଦ ଆସିଥାଏ। ପ୍ରତି ୫ଜଣରେ ଜଣେ ମହିଳା ଏଭଳି କଣ୍ଠ ଥିବା ପୁରୁଷଙ୍କୁ ବିବାହ କରିବାକୁ ପସନ୍ଦ କରିଥାଆନ୍ତି। ଆସନ୍ତୁ ଜାଣିବା, କାହିଁକି ପସନ୍ଦ ଆସିଥାଏ ପୁରୁଷଙ୍କ ଏଭଳି ଆଓ୍ଵାଜ।

 

ଏହାସହ ପଢନ୍ତୁ: ପ୍ରେମିକଙ୍କ କଥା ମନେ ପଡ଼ିଲେ, ଝିଅମାନେ କରନ୍ତି ଏଭଳି କାମ

କୁହାଯାଏ, ମହିଳାଙ୍କୁ ଗପିବାକୁ ଭଲ ଲାଗିଥାଏ ଏବଂ ଭଲ ପୁରୁଷ ସେହିମାନେ ହିଁ ହୋଇଥାଆନ୍ତି, ଯେଉଁମାନେ ମହିଳାଙ୍କ କଥାକୁ ଧ୍ୟାନରେ ଶୁଣନ୍ତି। କିନ୍ତୁ ମହିଳାଙ୍କ କଥା ସେହି ପୁରୁଷଙ୍କ ସାମ୍ନାରେ ବନ୍ଦ ହୋଇଯାଏ, ଯେଉଁମାନେ ବହୁତ ଗମ୍ଭୀର କଣ୍ଠରେ କହିଥାଆନ୍ତି। ଗମ୍ଭୀର ପୁରୁଷଙ୍କ ସମସ୍ତ କଥା ମାନିଥାଆନ୍ତି ମହିଳା। କାହିଁକି ନା, ସେମାନଙ୍କୁ ଲାଗିଥାଏ ଯେ ସେ ଯାହା ବି କୁହନ୍ତି, ସେଥିରେ ଦମ୍‌ ଥାଏ, ଯେଉଁଥିପାଇଁ ମହିଳାମାନେ ସହଜରେ ସହମତ ହୋଇଯାଆନ୍ତି। ଏମିତି ପୁରୁଷଙ୍କ ଆଓ୍ଵାଜରେ ଯାଦୁ ରହିଥାଏ। ଭିଡ଼ରେ ମଧ୍ୟ ମହିଳାମାନେ ସେମାନଙ୍କ ଆଓ୍ଵାଜ ଶୁଣି ଆକର୍ଷିତ ହୋଇଯାଆନ୍ତି। ଏପରି କି, ଜଲଦି ଭରସା ବି କରିଯାଆନ୍ତି। ମୋଟାମୋଟି କହିବାକୁ ଗଲେ ମାଚ୍ୟୁର ଏବଂ ଗମ୍ଭୀର ସ୍ୱଭାବର ପୁରୁଷଙ୍କୁ ମହିଳାମାନେ ପସନ୍ଦ କରନ୍ତି।

Roshni

Recent Posts

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

2 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

14 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

31 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago