ଖାଲି ପେଟରେ ଯୋଗ କଲେ ମିଳିଥାଏ ଏହି ଫାଇଦା

ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଯୋଗ ବହୁତ ଲାଭକାରୀ । ସବୁ ବୟସର ଲୋକମାନେ ନିଜ ଶରୀର ସୁସ୍ଥ ରଖିବା ପାଇଁ ଯୋଗ କରିବା ନିଶ୍ଚିତ ଆବଶ୍ଯକ। ଯୋଗ ଶାରୀରିକ ରୂପେ ବଳ ପ୍ରଦାନ କରିବା ସହ ମାନସିକ ସ୍ଥରରେ ଶାନ୍ତି ପ୍ରଦାନ କରିଥାଏ। ଯୋଗ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ରହିନଥାଏ। ଆପଣ ଏହାର ଅଭ୍ୟାସ କୌଣସି ସମୟରେ ମଧ୍ୟ କରିପାରିବେ। କିନ୍ତୁ ସକାଳ ଏବଂ ସନ୍ଧ୍ୟା ସମୟରେ ଯୋଗର ଅଭ୍ୟାସ କରିବା ଉଚିତ କାରଣ ଏହି ସମୟରେ ଶରୀର ସ୍ଥିର ଏବଂ ଶାନ୍ତ ରହିଥାଏ।  ଯଦି ଆପଣ ଖାଲି ପେଟରେ ଯୋଗ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ କୌଣସି ଅସୁବିଧା ନ ହୋଇ ବରଂ ଅଧିକ ଲାଭକାରୀ ହୋଇଥାଏ।

-ଖାଲି ପେଟରେ ଯୋଗ କଲେ ଶରୀର ପାଇଁ ଲାଭକାରୀ ହୋଇଥାଏ। ଯଦି ଆପଣ ଖାଦ୍ୟ ଖାଇବା ପରେ ଯୋଗ କରୁଛନ୍ତି ତେବେ ଆପଣଙ୍କର ପାଚନ କ୍ରିୟାରେ ପ୍ରଭାବିତ ହୋଇଥାଏ ଏବଂ ଶରୀରରେ ଶକ୍ତି କମ ହୋଇଥାଏ। ଏହି କାରଣରୁ ଖାଲି ପେଟରେ ଯୋଗ କଲେ ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ। ଯଦି ଆପଣ ଖାଦ୍ୟ ଖାଇବା ପରେ ଯୋଗ କରୁଛନ୍ତି ତେବେ ଆପଣଙ୍କ ପେଟ ଫୁଲିବା ସହ ଗ୍ୟାସ  ଭଳି ସମସ୍ଯା ଲାଗି ରହିଥାଏ।

–  ଯଦି ଆପଣ ଖାଦ୍ୟ ଖାଇବା ପରେ ଯୋଗ କରୁଛନ୍ତି ତେବେ ପେଟ ସମ୍ବନ୍ଧିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯୋଗରେ ଏପରି କିଛି ଆସନ ରହିଛି ଯାହାକୁ କରିବା ସମୟରେ ପେଟ ଏବଂ ପାଚନ କ୍ରିୟାରେ ପ୍ରଭାବ ପଡ଼ିଥାଏ। ଏହି ପ୍ରଭାବ ପାଚନ କ୍ରିୟା ଏବଂ ପେଟ ସମସ୍ୟାକୁ କ୍ଷତି ପହଞ୍ଚାଇଥାଏ।ଏଣୁ ସବୁବେଳେ ଖାଲି ପେଟରେ ଯୋଗକରିବା ପାଇଁ ଚେଷ୍ଠା କରନ୍ତୁ।

ଆପଣ ଅଧିକ ମୋଟା ହୋଇପାରନ୍ତି:

ଯଦି ଆପଣ ମୋଟାପଣ ଦୂର କରିବାକୁ ଚାହୁଛନ୍ତି ତେବେ ଖାଲି ପେଟରେ ଯୋଗର ଅଭ୍ୟାସ କରନ୍ତୁ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

6 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

8 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

9 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

9 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

9 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

9 hours ago