ହିନ୍ଦୁ ଧର୍ମରେ ତିଥି ଏବଂ ମୂହୁର୍ତ୍ତର ବହୁତ ବଡ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟ ଶୁଭ ସମୟ ଦେଖି କରାଯାଏ। ଆଜିଠାରୁ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି, ତେଣୁ ଆଜିଠାରୁ ମଳମାସ ଆରମ୍ଭ ହେଉଛି। ଆଜିଠାରୁ ଜାନୁଆରୀ ୧୫ ତାରିଖ ଯାଏଁ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। କିନ୍ତୁ ଅନେକ କାର୍ଯ୍ୟ ରହିଛି, ଯାହା ଆପଣଙ୍କ ଏହି ମାସରେ କରିପାରିବେ। କିନ୍ତୁ କିଛି ବିଶେଷ ପରିସ୍ଥିତିରେ ଆପଣ ଆବଶ୍ୟକୀୟ ଶୁଭକାର୍ଯ୍ୟ ସଂପନ୍ନ କରିପାରିବେ।
– ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ମାସରେ କୋର୍ଟ ମ୍ୟାରେଜ କିମ୍ବା ମନ୍ଦିରରେ ବିବାହ କରିପାରିବେ।
– ଯଦି ଆପଣଙ୍କ କୁଣ୍ଡଳୀରେ ଧନୁ ରାଶି ରହିଛନ୍ତି ତେବେ ଆପଣ ଏହି ମାସରେ ଶୁଭକାର୍ଯ୍ୟ କରିପାରିବେ।
– ନିୟମିତ ଭାବେ କରାଯାଉଥିବା ଶୁଭ କାର୍ଯ୍ୟ କିମ୍ବା ଧାର୍ମିକ ଅନୁଷ୍ଠାନରେ ମଳମାସରେ ସବୁ କାର୍ଯ୍ୟ କରିପାରିବେ। ଏଠାରେ ମଳମାସରେ କୌଣସି ବାରଣ ନଥାଏ।
– ଜାତକ କର୍ମ ଏବଂ ଅନ୍ନପ୍ରସନ ଇତ୍ୟାଦି କାମ ମଧ୍ୟ ଏହି ମାସରେ କରିପାରିବେ।
– ଯଦି ଆପଣ ଗୟାରେ କାହାର ଶ୍ରାଦ୍ଧ ଦେବାକୁ ଚାହୁଁଛନ୍ତି, ତେବେ ମଳମାସରେ ଏପରି କରିପାରିବେ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…