ଉତ୍ତରାଖଣ୍ଡ କୋଠଗଡ଼ମ ରେଳ ଷ୍ଟେସନ୍ରୁ ୧୦ ଫୁଟର ଏକ କିଙ୍ଗକୋବ୍ରା ଉଦ୍ଧାର । ଠିକ୍ ଟ୍ରେନ୍ର ଡୋର ତଳ ପାଖରୁ ଏହି ଭୟଙ୍କର ବିଷାକ୍ତ ସାପଟିକୁ ଆରପିଏଫ୍ ଏବଂ ଉତ୍ତରାଖଣ୍ଡ ବନ ବିଭାଗ କର୍ମଚାରୀମାନେ ମିଳିତ ଭାବେ ବାହାର କରିଥିଲେ । ନଚେତ ଯାତ୍ରୀଙ୍କ ପାଇଁ ସାପଟି ଘାତକ ସାବ୍ୟସ୍ତ ହୋଇଥାନ୍ତା । ଅବଶ୍ୟ ଉଦ୍ଧାରକାରୀ ଟିମ୍ ସାପଟିକୁ ଠିକଣା ସମୟରେ ବାହାର କରି ଦେବାରୁ ଯାତ୍ରୀ ସୁରକ୍ଷିତ ରହିଥିଲେ ଏବଂ ଠିକ୍ ସମୟରେ ମଧ୍ୟ ଟ୍ରେନ୍ ଚାଲିଲା । ପରେ ଏହି ବିରଳ ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।
ଦେଖନ୍ତୁ ସାପ ଉଦ୍ଧାର ବେଳର ଭିଡିଓ…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…
ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍ ମାଧ୍ୟମରେ ମିଳିଛି, ଯାହାକୁ…
ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍ ବ୍ରିଜଟାଉନରେ କଠିନ ଅଭ୍ୟାସ…
ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍ କରିବା ପରେ ମଧ୍ୟ…