ଲଦାଖରେ ବରଫଝଡ଼ର ଭୟଙ୍କର ପ୍ରକୋପ , ଖାରଦୁଙ୍ଗ-ଲାରେ ପ୍ରବଳ ବରଫ ଝଡ଼ରେ ୪ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ

ଲଦାଖ(କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ଲଦାଖରେ ବରଫଝଡ଼ର ଭୟଙ୍କର ପ୍ରକୋପ। ଖାରଦୁଙ୍ଗ-ଲାରେ ପ୍ରବଳ ବରଫ ଝଡ଼ରେ ୪ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଏବେ ବି ୬ଜଣ ନିଖୋଜ ରହିଛନ୍ତି। ବରଫ ତଳେ ୧୦ଜଣ ପର‌୍ୟ୍ୟଟକ ଫସି ଯାଇଥିଲେ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । କିଛି ଦିନ ହେବ ଲଦାଖ ସମେତ ପୂରା ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ବରଫ ଝଡର ତାଣ୍ଡବ ଦେଖିବାକୁ ମିଳୁଛି ।

ଗତକାଲି ସକାଳେ ଖାରଦୁଙ୍ଗ-ଲାରେ ଏକ ବରଫ ପାହାଡ ଖସି ପଡ଼ିଥିଲା । ଫଳରେ ସେଠାରେ ଥିବା କିଛି ପର୍ଯ୍ୟଟକ ଚାପି ହୋଇଯାଇଥିଲେ । ଖାରଦୁଙ୍ଗ-ଲା ବିଶ୍ୱର ସବୁଠୁ ଉଚ୍ଚ ସଡ଼କ । ଏହା ସମୁଦ୍ର ପତ୍ତନ ଠାରୁ ୧୮ ହଜାର ଫୁଟ ଉପରେ ରହିଛି । ଏଠାରେ ତାପମାତ୍ରା ମାଇନସ୍‌ ୧୫ ଡିଗ୍ରୀ ସେଲସିୟସରୁ ବି କମ୍‌ ରହିଥାଏ । ତେଣୁ ଉଦ୍ଧାରକାର‌୍ୟ୍ୟକୁ ତ୍ୱରାନ୍ଵିତ କରିବାରେ ସେନା ଓ ପୋଲିସ ପାଇଁ ଅସୁବିଧା ହେଉଛି । ଫସି ରହିଥିବା ୬ଜଣ ପର‌୍ୟ୍ୟଟକଙ୍କ ସଂପର୍କରେ ଏପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଆଗାମୀ ଦୁଇ ଦିନ ପର‌୍ୟ୍ୟନ୍ତ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

KNews Bureau

Recent Posts

ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ ।  ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା…

7 mins ago

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

32 mins ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

36 mins ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

45 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

1 hour ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

1 hour ago