ଦୁନିଆରେ ବହୁତ ବିଶ୍ୱ ରେକର୍ଡ ରହିଛି ଯେଉଁ ବିଷୟରେ ଆପଣ ଜାଣିଥିବେ। ସେହିପରି ଏକ ବିଶ୍ୱ ରେକର୍ଡ କରିଛନ୍ତି ଚାରି ବର୍ଷର ଜଣେ ଭାରତୀୟ ଶିଶୁ। ଯିଏ ବହୁତ ସ୍ୱତନ୍ତ୍ର ଗୁଣରେ ଅଧିକାରୀ ହୋଇପାରିଛି। ଶିଶୁଟର ନାମ ବିଦ୍ୟାସିନୀ ଏବଂ ସେ ଚେନ୍ନାଇର ବାସିନ୍ଦା।
ଶିଶୁଟି ବିଶ୍ୱ ରେକର୍ଡ ପାଇବାର କାରଣ ହେଉଛି ଏକେ ଛୋଟ ପିଲା ହେଇ ସୁଦ୍ଧା ୪୯ଟି ଦେଶର ପତାକାକୁ ଚିହ୍ନିବା ଏବଂ ତାର ରାଜଧାନୀର ନାମ କହିବାରେ ସକ୍ଷମ ହୋଇପାରିଛି।
କେବଳ ସେଥିପାଇଁ ନୁହେଁ ଏହିସବୁ ସେ ମାତ୍ର ୮୪ ସେକେଣ୍ଡରେ କହି ପାରିଛି। ଯେଉଁଥି ପାଇଁ ସେ ବିଶ୍ୱ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ।ଏହାପୂର୍ବରୁ ମଧ୍ୟ ଜଣେ ଚାରି ବର୍ଷର ପିଲା ଏହି ରେକର୍ଡରେ ନିଜ ନାମକୁ ସାମିଲ କରିଥିଲା କିନ୍ତୁ ସେ କେବଳ ଦେଶର ପତାକାକୁ ଚିହ୍ନି ତାର ନାମ କହିଥିଲା। କିନ୍ତୁ ତାହାର ରାଜଧାନୀ କହି ନଥିଲା।
ପିଲାଟିର ଏହି ପ୍ରତିଭାରେ ପରିବାର ଲୋକ ବହୁତ ଖୁସି ଅଛନ୍ତି। ପିଲାଟି ୟୁକେଜିରେ ପଢୁଛି । ତାଙ୍କ ବାପା କହିଛନ୍ତି ଯେ ବିଦ୍ୟାସିନୀର ସ୍ମରଣ ଶକ୍ତି ଖୁବ୍ ପ୍ରଖର ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…