ଦେଶ ବିଦେଶ

ଆମେରିକାରେ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ କାର୍‌ ଭିତରେ ଗୁଳି କରି ହତ୍ୟା, ୩ ବର୍ଷ ପୂର୍ବେ AIIMSରୁ କରିଥିଲେ ପିଜି

ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୟୁନିଭର୍ସିଟି ଅଫ୍‌ ସିନ୍‌ସିନାଟି ମେଡିକାଲ ସ୍କୁଲରେ ଛାତ୍ର ଜଣକ ବାୟୋଲୋଜିରେ ପିଏଚ୍‌ଡି କରୁଥିଲେ। ମୃତ ଛାତ୍ର ହେଲେ, ୨୬ ବର୍ଷୀୟ ଆଦିତ୍ୟ ଅଦଲଖା। ତାଙ୍କୁ ତାଙ୍କ କାର୍‌ ଭିତରେ ଗୁଳି କରାଯାଇଛି।

ନଭେମ୍ବର ୯ ତାରିଖ ସକାଳେ ଏହି ଘଟଣା ଘଟିଥିଲା। ଘଟଣାର ୨ ଦିନ ପରେ ଆଦିତ୍ୟ ୟୁସି ମେଡିକାଲ ସେଣ୍ଟର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ।

ସୂଚନା ଅନୁସାରେ, ଆଦିତ୍ୟ ୨୦୧୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ କଲେଜରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ୨୦୨୦ରେ ସେ ଏମ୍ସରୁ ଫିଜିଓଲୋଜିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତାଙ୍କର ଡାକ୍ତରୀ ଅଧ୍ୟୟନ ଜାରି ରଖିବା ପାଇଁ ସେ ଦିଲ୍ଲୀରୁ ଆମେରିକାର ସିନ୍‌ସିନାଟି ଯାଇଥିଲେ।

ସେପଟେ ଆଦିତ୍ୟଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମେଡିକାଲ ବିଶ୍ୱବିଦ୍ୟାଳୟ ଏକ ବୟାନ ଜାରି କରିଛି। ଏହି ଘଟଣା ବହୁତ ଦୁଃଖଦ ଏବଂ ସମ୍ବେଦନଶୀଳ ବୋଲି ବିଶ୍ୱବିଦ୍ୟାଳୟ ବର୍ଣ୍ଣନା କରିଛି। ସେପଟେ ବିଶ୍ୱବିଦ୍ୟାଳୟର ଡିନ୍‌ ଆଣ୍ଡ୍ରୁ ଫିଲକ୍‌ କହିଛନ୍ତି, ଆଦିତ୍ୟ ଅଦଲଖା ବହୁତ ଭଲ, ଦୟାଳୁ, ବୁଦ୍ଧିମାନ ଏବଂ ତେଜ ବ୍ୟକ୍ତି ଥିଲେ।

Roshni

Recent Posts

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

9 mins ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

41 mins ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

59 mins ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

1 hour ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

1 hour ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

1 hour ago