ଆପଣ ଦେଖିଥିବେ, କିଛି ଆପାର୍ଟମେଣ୍ଟରେ କେତେକ ପରିବାର ଏକ ସାଥୀରେ ରୁହନ୍ତି। ସେଠାରେ ଅନେକ ସୁବିଧା ଉପଲବ୍ଧ ରହିଥାଏ। କିନ୍ତୁ ଆପଣ କେବେ ଏହା ଦେଖିଛନ୍ତି କି? ଏମିତି ଆପାର୍ଟମେଣ୍ଟ, ଯେଉଁଠି ଏକାଠି ରୁହନ୍ତି ୨୦୦ ପରିବାର। ଆଉ ପୂରା ଅଞ୍ଚଳରେ ହିଁ ସେହି ଗୋଟିଏ ଆପାର୍ଟମେଣ୍ଟ ରହିଛି। ଏଠି ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ କିପରି ଏତେ ପରିବାର ଗୋଟିଏ ଆପାର୍ଟମେଣ୍ଟରେ ରହୁଛନ୍ତି। ବିଶ୍ୱାସ ନ ହେଲେ ବି କଥାଟି ସତ।
ଆମେରିକାର ଉତ୍ତର ରାଜ୍ୟ ଅଲାକ୍ସାର ଛୋଟିଆ ସହର ହେଉଛି ହ୍ଵିଟିୟର୍। ଏହି ସହର ନିଜର ବ୍ୟବସ୍ଥାବଳୀ ପାଇଁ ବେଶ୍ ପ୍ରସିଦ୍ଧ। ଏହାକୁ ଭର୍ଟିକାଲ୍ ଟାଉନ୍ ମଧ୍ୟ କୁହାଯାଇଥାଏ। ପୂରା ସହରରେ କେବଳ ଗୋଟିଏ ହିଁ ୧୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରହିଛି, ଯାହାର ନାଁ ‘ବେଗିଚ୍ ଟାଓ୍ଵାର’।
ଏହାସହ ପଢ଼ନ୍ତୁ: ଦୁଇ ନିରୀହ ପିଲାଙ୍କୁ ଧରି ବିଲ୍ଡିଂରୁ କୁଦିପଡ଼ିଲେ ହତାଶ ସ୍ୱାମୀ, ଜୀବନ ହାରିବା ପୂର୍ବରୁ ପତ୍ନୀଙ୍କୁ ପଠାଇଥିଲେ ଏହି ଦୁଃଖଦ ଫଟୋ
ଏହି ଆପାର୍ଟମେଣ୍ଟରେ ୨୦୦ ପରିବାର ବସବାସ କରନ୍ତି। ଏଠାରେ ସେମାନଙ୍କ ଆବଶ୍ୟକୀୟ ଜିନିଷପତ୍ର ମଧ୍ୟ ସୁବିଧାରେ ମିଳିଥାଏ। କାରଣ ଆପାର୍ଟମେଣ୍ଟରେ କେବଳ ମଣିଷ ନୁହଁନ୍ତି, ବରଂ ଏଠାରେ ପୋଲିସ ଷ୍ଟେଶନ, ସ୍ୱାସ୍ଥ୍ୟସେବା କେନ୍ଦ୍ର, ପ୍ରୋଭିଜନ୍ ଷ୍ଟୋର, ଲଣ୍ଡ୍ରୀ ଏବଂ ତଳ ତାଲାରେ ରହିଛି ଏକ ଚର୍ଚ୍ଚ। ଏଠାରେ ମାଲିକ ଏବଂ ଚାକର ଗୋଟିଏ ବିଲ୍ଡିଂରେ ହିଁ ରହିଥାଆନ୍ତି। ଏବେ ଏହା ଅଧିକ ସୁବିଧାଜନକ ଅଟ୍ଟାଳିକା ବନିଯାଇଛି।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…