ଦେଶ ବିଦେଶ

ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଲା ମୁଣ୍ଡ ନଥିବା ବ୍ୟକ୍ତି, ଭିଡିଓ ହେଲା ଭାଇରାଲ

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହକୁ ଦେଖି ଆପଣେମାନେ ମଧ୍ୟ ବିସ୍ମୟ ହୋଇଯିବେ। ଏଭଳି ଏକ ଭିଡିଓ ୟୁଟ୍ୟୁବରେ ସେୟାର କରାଯାଇଛି, ଯେଉଁ ଭିଡିଓରେ ଜଣେ ମୁଣ୍ଡ ନଥିବା ବ୍ୟକ୍ତି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି। ଧିରେ ଧିରେ ଏହି ଭିଡିଓ ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆ ପ୍ଲେଟଫର୍ମରେ ସେୟାର ହେବାରେ ଲାଗିଛି।

ସୂଚନା ମୁତାବକ ଭିଡିଓରେ ଦେଖିବାକୁ ମିଳିଛି ରାସ୍ତାରେ ଖୁବ୍‌ ଟ୍ରାଫିକ୍‌ ଥିବା ବେଳେ ଜଣେ ମୁଣ୍ଡ ନଥିବା ବ୍ୟକ୍ତି ରାସ୍ତା ପାର୍‌ ହେଉଥିବାର ଦେଖିବାକୁ ମିଳିଛି। ତାଙ୍କ ଏକ ନାଲି ରଙ୍ଗର ବ୍ୟାଗ ମଧ୍ୟ ରହିଥିଲା। ରିପୋର୍ଟ ଅନୁଯାୟୀ ଫେବରୀ ଏଡିକ୍ସନ ନାମର ୟୁଟ୍ୟୁବ୍‌ ଚ୍ୟାନେଲ ଏହି ଭିଡିଓ ସେୟାର କରିଛି। ଟିକ୍‌ଟକ୍‌, ଫେସବୁକ୍‌ ଏବଂ ଟ୍ଵିଟରରେ ମଧ୍ୟ ଏହି ଭିଡିଓ ସେୟାର କରାଯାଇଛି।

video courtesy : Febry Adixxon

ସୂଚନା ଅନୁଯାୟୀ ଏହି ଭିଡିଓ କେବେର ଏବଂ କେଉଁଠାର ସେନେଇ କୌଣସି ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ। ଏହି ଭିଡିଓ ପ୍ରାକୃତ କିମ୍ବା ନକଲି ସେନେଇ ମଧ୍ୟ କିଛି ସୂଚନା ସାମ୍ନାକୁ ଆସିନାହିଁ। ୟୁଟ୍ୟୁବ୍‌ ରେ ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।

KNews Bureau

Recent Posts

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

18 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

38 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

1 hour ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

9 hours ago