ଡ୍ୟାନ୍ସ କରି କରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି କନେଷ୍ଟବଳ। ଲୋକଙ୍କ ସୁରକ୍ଷିତ ଯା‘ଆସ ପାଇଁ ଦିତ ତମାମ ଭିନ୍ନ ଭିନ୍ନ ଭଙ୍ଗୀରେ ଟ୍ରାଫିକ କଣ୍ଟ୍ରୋଲ କରୁଛନ୍ତି ଏହି ଟ୍ରାଫିକ କନେଷ୍ଟବଳ ଜଣକ। ନିଜ ଅଷ୍ଟାଙ୍ଗ ଶରୀରକୁ ଦିନ ତମାମ କାର୍ଯ୍ୟକ୍ଷମ କରାଇ ଲୋକଙ୍କୁ ସୁରକ୍ଷିତ ଯାତାୟାତର ସାହାଯ୍ୟ କରୁଛନ୍ତି ମହମ୍ମଦ ମହସିନ ସେଖ ନାମକ ଟ୍ରାଫିକ କର୍ମଚାରୀ।
ବର୍ତ୍ତମାନ ସମୟରେ ସଂସୋଧିତ ମୋଟରଯାନ ଆଇନ ନେଇ ଲୋକମାନେ ଅଧିକ ସଜାଗ ହୋଇ ଗାଡି ଚଳାଉଥିବା ବେଳେ ଛତିଶଗଡର ରାଜଧାନୀ ରାୟପୁରରେ ଏହି କନେଷ୍ଟବଳ ମହମ୍ମଦ ମହସିନ ନିଜର ନିଆରା ଅନ୍ଦାଜର ଟ୍ରାଫିକ ନିୟନ୍ତ୍ରଣ କରି ପାଲଟି ଯାଇଛନ୍ତି ସେଲିବ୍ରେଟି । ଡ୍ୟୁଟି କରୁଥିବା ସମୟରେ ଅନେକ ଯାତ୍ରୀ ମହମ୍ମଦଙ୍କ ସହ ସେଲଫି ଓ ଭିଡିଓ କରୁଛନ୍ତି। କିଛି ଲୋକ ଗାଡିରୁ ଓହ୍ଲାଇ ହାତ ମଧ୍ୟ ମେଳଉଥିବାର ଦେଖିବାକୁ ମିଳିଛି। ବିଶେଷ କରି ଅନେକ ଲୋକ ମହମ୍ମଦଙ୍କ ଇସାରକୁ ବୁଝି ଟଠ୍ରାଫିକ ନିୟମକୁ ପାଳନ କରିଥାନ୍ତି।ମହମ୍ମଦଙ୍କ କହିବା ମୁତାବକ ଏଭଳି ଭାବରେ ଡ୍ୟୁଟି କରିବା ପାଇଁ ତାଙ୍କୁ ବେଶ ଖୁସି ଲାଗେ। ଯାତାୟତ ନିୟନ୍ତ୍ରଣ କରିବା ପାଇଁ ଏଭଳି ଖାସ ଅନ୍ଦାଜ୍ ଦେଖି ଲୋକମାନଙ୍କୁ ବହୁତ ଭଲ ଲାଗୁଥିବାର କହିଛନ୍ତି ମହମ୍ମଦ।
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…